ETV Bharat / sports

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ବାଂଲାଦେଶ

author img

By

Published : Apr 22, 2021, 10:54 PM IST

କ୍ୟାପଟେନ ମୋମିନୁଲ ହକ ଓ ନଜମୁଲ ହୁସେନ ସନ୍ତୋଙ୍କ ଦମଦାର ଭାଗିଦାରୀରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ବାଂଲାଦେଶ । ଅଧିକ ପଢନ୍ତୁ...

1st Test, SL vs BAN: Shanto, Mominul power Bangladesh to 474/4 on Day 2
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ବାଂଲାଦେଶ

କାଣ୍ଡି(ଶ୍ରୀଲଙ୍କା): କ୍ୟାପଟେନ ମୋମିନୁଲ ହକ ଓ ନଜମୁଲ ହୁସେନ ସନ୍ତୋଙ୍କ ଦମଦାର ଭାଗିଦାରୀରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ବାଂଲାଦେଶ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଲାଂଦେଶର ସ୍କୋର 474/4 ରହିଛି । ତୃତୀୟ ୱିକେଟ ଯୋଡିରେ 547 ବଲ୍‌ରେ ଉଭୟଙ୍କ ମଧ୍ୟରେ 242 ରନ୍‌ର ରେକର୍ଡ ଭାଗିଦାରୀ ହୋଇଛି ।

ନଜମୁଲ ପ୍ରଥମ ଦିନରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ଅନ୍ୟପଟେ ମୋମିନୁଲ ମଧ୍ୟ 11ତମ ଟେଷ୍ଟ ଶତକ ହାସଲ କରିଛନ୍ତି ।

ତେବେ ଦ୍ବିତୀୟ ଦିନର ଦ୍ବିତୀୟ ସେସନରେ ଏହି ଭାଗିଦାରୀ ଭାଙ୍ଗିଥିଲେ ଲାହିରୁ ଥିରିମାନେ । 378 ବଲ୍‌ରୁ ନଜମୁଲ 163 ରନର କରି ଆଉଟ ହୋଇଥିଲେ । ଏହି ଇଂନିସରେ 17ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.