ETV Bharat / sports

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଟିମ ଘୋଷଣା - ଟୋକିଓ ଅଲମ୍ପିକ୍ସ

ଟୋକିଓ ଅଲମ୍ପିକ୍ସ 2020 ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଟିମ ଚୁଡାନ୍ତ ହୋଇଛି । ଟିମରେ 4 ଜଣ ଯୋଗ୍ୟତା ହାସଲ କରିଥିବା ଖେଳାଳି, ତିନି ଜଣ କୋଚ୍‌ ଓ ଦୁଇଜଣ ଫିଜିଓ ରହିଛନ୍ତି । ଅଧିକ ପଢନ୍ତୁ...

Tokyo Olympics: 9-member Indian badminton contingent finalised
ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଟିମ ଘୋଷଣା
author img

By

Published : Jul 6, 2021, 10:48 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ 2020 ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଟିମ ଚୁଡାନ୍ତ ହୋଇଛି । ଟିମରେ 4ଜଣ ଯୋଗ୍ୟତା ହାସଲ କରିଥିବା ଖେଳାଳି, ତିନି ଜଣ କୋଚ୍‌ ଓ ଦୁଇଜଣ ଫିଜିଓ ରହିଛନ୍ତି ।

ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ ମହାସଂଘ(BAI) 7ଣ କୋଚିଂ ଓ ସପୋର୍ଟ ଷ୍ଟାଫ ଖେଳାଳିଙ୍କ ସହ ପଠାଇବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର କଠୋର କୋଭିଡ-19 ନିୟମ ଯୋଗୁଁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ସଂଖ୍ୟା ଆଧାରରେ 33 ପ୍ରତିଶତ ସପୋର୍ଟ ଷ୍ଟାଫଙ୍କୁ ଯାତ୍ରା ଅନୁମତି ମିଳିଛି । କେବଳ 5ଜଣ କୋଚ୍‌ ଟିମ ଓ ସପୋର୍ଟ ଷ୍ଟାଫ ବ୍ୟାଡମିଣ୍ଟନ ଟିମ ସହ ଯାତ୍ରା କରିବେ ।

ଭାରତୀୟ ଖେଳାଳି ପିଭି ସିନ୍ଧୁ, ବି ସାଇ ପ୍ରଣୀତ ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ରେଙ୍କିରେଡ୍ଡି ଟୋକିଓ ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଭାରତର ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.