ETV Bharat / sports

ଝାରସୁଗୁଡାରେ ଷ୍ଟେଟ୍‌ ରାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟ ଆରମ୍ଭ - ବ୍ୟାଡମିଣ୍ଟନ୍‌ ନ୍ୟୁଜ

ମଙ୍ଗଲବଜାର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆରମ୍ଭ ହେଲା ଅଲ୍‌ ଓଡିଶା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

state ranking badminton tournament inaugurated at jharsuguda
ଝାରସୁଗୁଡାରେ ଷ୍ଟେଟ୍‌ ରାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟ ଆରମ୍ଭ
author img

By

Published : Dec 10, 2021, 4:11 PM IST

ଝାରସୁଗୁଡା: ସ୍ଥାନୀୟ ମଙ୍ଗଲବଜାର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆରମ୍ଭ ହେଲା ଅଲ୍‌ ଓଡିଶା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା (state ranking badminton) । ଏହି ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଝାରସୁଗୁଡାରେ ଷ୍ଟେଟ୍‌ ରାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟ ଆରମ୍ଭ

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିଯୋଗୀ ମାନେ ଭାଗ ନେଇଥିବା ଆୟୋଜନ କମିଟି ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅବହେଳିତ ବାବାଡେରା ଗୁମ୍ଫା: ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ

କେବଳ ଝାରସୁଗୁଡ଼ା ଜିଲ୍ଲାରୁ ୧୭ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଖେଳାଳିଙ୍କୁ ଏକ ନୂଆ ଅଭିଜ୍ଞତା ଆଣିଦେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.