ETV Bharat / sports

EXCLUSIVE: ସ୍ବିଜରଲ୍ୟାଣ୍ଡରୁ ପ୍ରମୋଦଙ୍କ ବାର୍ତ୍ତା - ଅର୍ଜୁନ ପରସ୍କାର

ଓଡିଶାର ସୁନାମଧନ୍ୟ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ଘୋଷଣା ହୋଇଛି । ଏହି ଘୋଷଣା ପରେ ପ୍ରମୋଦ ଭଗତ ସ୍ବିଜରଲ୍ୟାଣ୍ଡରୁ ଇଟିଭି ଭାରତ ସମ୍ବାଦଦାତାକୁ ଏକ ଭିଡିଓ ପ୍ରଦାନ କରିଛନ୍ତି । ଏହି ଘୋଷଣା ପରେ ଅତ୍ୟନ୍ତ ଖୁସି ସହ ନିଜକୁ ଗର୍ବିତ ମନେ କରୁଥିବା ଭିଡିଓରେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 18, 2019, 10:22 AM IST

Updated : Aug 18, 2019, 1:14 PM IST

କଟକ: ଅର୍ଜୁନ ପୁରସ୍କାରର ଅଧିକାରୀ ହେବେ ଓଡିଶାର ଗୌରବ ଓ ପାରା ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ । ନିଜର ଅସୀମ ପ୍ରଚେଷ୍ଟା ଆଉ ଆତ୍ମବିଶ୍ବାସ ଫଳରେ ସର୍ବଦା ଦେଶ ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରି ଆସିଛନ୍ତି ।

ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ଦ୍ବାରା ପଠାଯାଇଥିବା ଭିଡିଓ

ତେବେ ଏହି ଘୋଷଣା ପରେ ଓଡିଶାର ସୁନାମଧନ୍ୟ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ବିଜରଲ୍ୟାଣ୍ଡରୁ ଇଟିଭି ଭାରତ ସମ୍ବାଦଦାତାକୁ ଏକ ଭିଡିଓ ପ୍ରଦାନ କରିଛନ୍ତି ।

ଏହି ଘୋଷଣା ପରେ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ଅର୍ଜୁନ ପୁରସ୍କାର ପ୍ରାପ୍ର କରିବା ତାଙ୍କର ସ୍ବପ୍ନ ଥିଲା , ଯାହା ଆଜି ସାକାର ହୋଇଛି । ଏଥିପାଇଁ ସେ ଗର୍ବିତ । ତାଙ୍କର ସମସ୍ତ କୋଚ ଓ ପରିବାରବର୍ଗ ସବୁବେଳେ ତାଙ୍କୁ ସମର୍ଥନ ଓ ଉତ୍ସାହିତ କରିଥିବାରୁ ଏହି ସମ୍ମାନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଓଡିଶାବାସୀ ଓ ସାଙ୍ଗମାନଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି ।

ନିଜ ଜୀବନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ଜିତିଲା ପରେ ଏବେ ସେ ଏହି ଅର୍ଜୁନ ସମ୍ମାନ ରେ ଅଳଙ୍କୃତ ହେବାକୁ ଯାଉଛନ୍ତି । ତେବେ ବ୍ୟାଡମିଣ୍ଟନ ପ୍ରତି ଏହି ନିଶା ଜୀବନର ଶେଷ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:No needBody:No needConclusion:
Last Updated : Aug 18, 2019, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.