ଭୁବନେଶ୍ବର: ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ବିଶ୍ବ ନମ୍ବର ୧ SL3 ପାରା-ବ୍ୟାଡ୍ମିଣ୍ଟନ ଖେଳାଳି ପାରୁଲ ପରମାରଙ୍କ କମାଲ୍ । ଭୁବନେଶ୍ବରରେ ଖେଳାଯାଉଥିବା ଚତୁର୍ଥ ନ୍ୟାସନାଲ ପାରା-ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍ରେ ଗୁଜୁରାଟର ଝିଅ ପାରୁଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
-
Internationally acclaimed para-shuttler Parul D Parmar defeated Mandeep Kaur in a closely contested final to clinch the Women's Singles SL3 title. Some glimpses from the final.
— Odisha Sports (@sports_odisha) December 25, 2021 " class="align-text-top noRightClick twitterSection" data="
📸 - @ParulBadminton in blue 🔵 & Mandeep in black ⚫ pic.twitter.com/zDRx5JrP4j
">Internationally acclaimed para-shuttler Parul D Parmar defeated Mandeep Kaur in a closely contested final to clinch the Women's Singles SL3 title. Some glimpses from the final.
— Odisha Sports (@sports_odisha) December 25, 2021
📸 - @ParulBadminton in blue 🔵 & Mandeep in black ⚫ pic.twitter.com/zDRx5JrP4jInternationally acclaimed para-shuttler Parul D Parmar defeated Mandeep Kaur in a closely contested final to clinch the Women's Singles SL3 title. Some glimpses from the final.
— Odisha Sports (@sports_odisha) December 25, 2021
📸 - @ParulBadminton in blue 🔵 & Mandeep in black ⚫ pic.twitter.com/zDRx5JrP4j
ଉତ୍ତରାଖଣ୍ଡର ମନଦୀପ କୌରଙ୍କୁ ୧୯-୨୧, ୨୧-୧୭, ୨୧-୧୦ ସେଟ୍ରେ ହରାଇ ପାରୁଲ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି । ପ୍ରଥମ ସେଟ୍ରେ ପରାଜୟ ସତ୍ତ୍ବେ, ଦମଦାର କମବ୍ୟାକ୍ ସହ ପରବର୍ତ୍ତୀ ଦୁଇଟି ସେଟ୍ରେ ବିଜୟୀ ହୋଇଥିଲେ ।
ମନଦୀପ କୌର ରୌପ୍ୟରେ ସନ୍ତୁଷ୍ଟ ହୋଇଥିବାବେଳେ ମାନଷୀ ଜୋଷୀ ସମାନ ଇଭେଣ୍ଟରେ ବ୍ରୋଞ୍ଜ ହାତେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: EXCLUSIVE: ପଦକ ନୁହେଁ ଲକ୍ଷ୍ୟ ଥିଲା ପ୍ରଭାବୀ ପ୍ରଦର୍ଶନ କହିଲେ ଶ୍ରୀକାନ୍ତ
ଅନ୍ୟପଟେ SH6 ବର୍ଗରେ ତାମିଲନାଡୁର ନିତ୍ୟା ଶରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓ ରୁହି ରୌପ୍ୟ ପଦକ ହାତେଇଛନ୍ତି । ଶଶିକଳା ଓ ରଚନା ବ୍ରୋଞ୍ଜ ପଦକ ହାତେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ