ETV Bharat / sports

କୋରିଆ ମାଷ୍ଟର୍ସରୁ ଶ୍ରୀକାନ୍ତ, ସମୀର ଆଉଟ

କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଖେଳାଳି ଶ୍ରୀକାନ୍ତ ଓ ସମୀର ବର୍ମା ବିଦାୟ ନେଇଛନ୍ତି । ଉଭୟ 2ୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ।

author img

By

Published : Nov 21, 2019, 4:30 PM IST

kidambi srikanth

କୋରିଆ: କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲେ କିଦାମ୍ବୀ ଶ୍ରୀକାନ୍ତ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଭାରତୀୟ ଷ୍ଟାର ସଟଲର କିଦାମ୍ବୀ ଶ୍ରୀକାନ୍ତ 16ତମ ରାଉଣ୍ଡରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ଜାପାନର ଖେଳାଳି କାନ୍ତା ସୁନେୟାମା ଶ୍ରାକାନ୍ତଙ୍କୁ 14-21,19-21 ସେଟ୍‌ରେ ମାତ୍‌ ଦେଇଛି ।

ସେହିପରି ସମୀର ବର୍ମା ବି କୋରିଆ ମାଷ୍ଟର୍ସରୁ ଆଉଟ୍‌ ହୋଇଯାଇଛନ୍ତି । କୋରିଆର କିମ ଡୋଙ୍ଗହୁନ ସମୀରକୁ 19-21, 12-21ରେ ପରାସ୍ତ ହୋଇଛନ୍ତି ।

Intro:Body:

sanhga

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.