ETV Bharat / sports

ହଂକଂ ଓପନ: ବିଜୟ ଧାରାକୁ ଫେରିବାକୁ ସିନ୍ଧୁ-ସାଇନାଙ୍କ ଲକ୍ଷ୍ୟ - ସାଇନା ନେହୱାଲ ହଂକଂ ଓପନ

ହଂକଂ ଓପନରେ ବିଜୟାଧାରାକୁ ଫେରି ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଓ ସାଇନା ନେହୱାଲ ।

ପିଭି ସିନ୍ଧୁ-ସାଇନା ନେହୱାଲ
author img

By

Published : Nov 12, 2019, 9:43 AM IST

ହଂକଂ: 2 ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ନଜର ଏବେ ହଂକଂ ଓପନ ଉପରେ । ପ୍ରାରମ୍ଭିକ ରାଉଣ୍ଡରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ଧାରାକୁ ଶେଷ କରିବା ଲକ୍ଷ୍ୟରେ ଉଭୟ ଖେଳାଳି । ଖେଳିଥିବା ଶେଷ 3ରୁ 4ଟି ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରୁ ଆଗକୁ ବଢିପାରିନାହିଁନ୍ତି ସିନ୍ଧୁ-ସାଇନା ।

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ଟାଇଟେଲ ଜିତିବା ପପରେ ସିନ୍ଧୁ ଚାଇନା ଓପନ, ଫ୍ରେଞ୍ଚ ଓପନ, ଇଣ୍ଡୋନେସିଆ ମାଷ୍ଟରସ ଚମ୍ପିଆନ ଟୁର୍ଣ୍ଣାମେଣ୍ଟରେ ପ୍ରାରମ୍ଭିକ ରାଉଣ୍ଡରେ ପରାଜିତ ହୋଇଛନ୍ତି । ତେବେ ହଂକଂ ଓପନରେ ଉଭୟ ପ୍ରାରମ୍ଭିକ ରାଉଣ୍ଡକୁ ପାର କରି ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛନ୍ତି ।

ସିନ୍ଧୁ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 19 ନଂ କୋରିଆ ଖେଳାଳି କିମ ଗା ୟୁନଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ । ସେହିପରି ସାଇନାଙ୍କ ସହ ପ୍ରଥମ ରାଉଣ୍ଡରେ ଚାଇନାର ଚାଇ ୟାନ ୟାନଙ୍କ ମୁକାବିଲା ହେବ ।ପୁରୁଷ ଡବଲ୍ସ ବର୍ଗରେ ସାତ୍ତିକସାଇରାଜ ଓ ଚିରାଗ ସେଟ୍ଟି ଯୋଡି ପୁଣି ଦମଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି । ଏହି ଯୋଡି ଜବରଦସ୍ତ ଫର୍ମରେ ରହିଛନ୍ତି । ବିଶ୍ବ ମାନ୍ୟତାର 9ନଂରେ ଥିବା ଏହି ଭାରତୀୟ ଯୋଡି ଫ୍ରେଞ୍ଚ ଓପନର ରନରସର୍ପ ଓ ଚାଇନା ଓପନ ସେମିଫାଇନାଲରେ ପହଞ୍ଚିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.