ETV Bharat / sports

କୋରୋନା ଭୟ: ମାର୍ଚ୍ଚ 31 ତାରିଖ ଯାଏ ବନ୍ଦ ରହିଲା ଗୋପୀଚାନ୍ଦ ଏକାଡେମୀ - ଗୋପୀଚାନ୍ଦ ଏକାଡେମୀ

କୋରୋନା ଭାଇରସ ଭୟ ଓ କ୍ରୀଡା ବିଭାଗ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକାଡେମୀ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛନ୍ତି ଗୋପୀଚାନ୍ଦ ।

gopichand-academies-shut-down-until-march-31
କୋରୋନା ଭୟ: ମାର୍ଚ୍ଚ 31 ତାରିଖ ଯାଏ ବନ୍ଦ ରହିଲା ଗୋପୀଚାନ୍ଦ ଏକାଡେମୀ
author img

By

Published : Mar 15, 2020, 10:05 PM IST

ହାଇଦ୍ରାବାଦ: 2008 ମସିହା ପରଠାରୁ ପ୍ରଥମଥର ପାଇଁ ଏକାଧିକ ଦିନ ଧରି ବନ୍ଦ ରହିବ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ । ତେବେ ଦେଶରେ ଜାରିରହିଥିବା କୋରୋନା କାୟା ପାଇଁ ତେଲେଙ୍ଗାନା ସରକାର ସମସ୍ତ କ୍ରୀଡା କାର୍ଯ୍ୟକଳାପକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାରତୀୟ କ୍ରୀଡା ପ୍ରାଧିକରଣ ଓ ଜାତୀୟ ବ୍ୟାଡମିଣ୍ଟନ ଆସୋସିଏନ ଦ୍ବାରା ମଧ୍ୟ ସମାନ ନିର୍ଦ୍ଦେଶନାମ ଜାରି କରାଯାଇଛି ।

ସୂଚନାଥାଉ କି, ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ପ୍ରଶିକ୍ଷକ ତଥା ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଦ୍ବାରା ଓ ମାଲିକାନା ପରିଚାଳିତ ଏହି କ୍ରୀଡା ଅନୁଷ୍ଠାନ । ତେବେ କୋରୋନା ଭାଇରସ ଭୟ ଓ କ୍ରୀଡା ବିଭାଗ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକାଡେମୀ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛନ୍ତି ଗୋପୀଚାନ୍ଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.