ETV Bharat / sports

ଫ୍ରେଞ୍ଚ ଓପନ: କ୍ବାର୍ଟର ଫାଇନାଲରେ ସିନ୍ଧୁ-ସାଇନା

ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ ସାଇନା ନେହ୍ବାଲ । ଅଧିକ ପଢନ୍ତୁ...

author img

By

Published : Oct 24, 2019, 11:32 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ଓ ସାଇନା ନେହୱାଲ ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ସିଙ୍ଗାପୁର ସଟଲର ୟିଓ ଜିଆ ମିନଙ୍କୁ 21-10, 21-13 ସେଟରେ ହରାଇଛନ୍ତି । ସେହପରି ସାଇନା ଡେନମାର୍କର ହୋଜମାର୍କ କେଜରସଫେଲ୍ଡଙ୍କୁ 21-10, 21-11 ସେଟରେ ପରାସ୍ତର କରିଛନ୍ତି । ମାତ୍ର 27 ମିନିଟରେ ସାଇନା ଏକପାଖିଆ ଭାବେ ଏହି ମ୍ୟାଚକୁ ଜିତିନେଇଥିଲେ ।

ଏସିଆନ ଚମ୍ପିଆନସିପ ପରେ ସାଇନା ନେହ୍ବାଲଙ୍କ ଏହା ପ୍ରଥମ କ୍ବାର୍ଟର ପ୍ରବେଶ । କ୍ବାର୍ଟର ଫାଇନାଲ ମୁକାବିଲାରେ ସାଇନା 17ବର୍ଷିୟା କୋରିଆନ ସଟଲର ଏନ ସେ ଯଙ୍ଗଙ୍କୁ ଭେଟିବେ । ସେହିପରି ସିନ୍ଧୁ ଚାଇନାର ତାଇ ଜୁ ୟିଙ୍ଗ ଓ କୋରିଆ ସଟଲର କିମ ଗା ୟୁନଙ୍କ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବିଜେତାଙ୍କୁ ଭେଟିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.