ETV Bharat / sports

ଫ୍ରେଞ୍ଚ ଓପନ: ଫାଇନାଲରେ ସାତ୍ବିକ-ଚିରାଗ ଯୋଡି

ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସରେ ଭାରତୀୟ ସର୍ଟଲର ସାତ୍ବିକ ସାଇରାଜ-ଚିରାଗ ଯୋଡି ଫାଇନାଲରେ ପ୍ରବେଶ କରିଛନ୍ତି।

author img

By

Published : Oct 27, 2019, 5:36 PM IST

ସାତ୍ବିକ-ଚିରାଗ

ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସରେ ଭାରତୀୟ ସର୍ଟଲର ସାତ୍ବିକସାଇରାଜ-ଚିରାଗ ଯୋଡି ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ବ ମାନ୍ୟତାର 6ନଂ ସ୍ଥାନରେ ଥିବା ଜାପାନର ହିରୋୟୁକି ଇଣ୍ଡୋ-ୟୁତ ୱାତାମାବେ ଯୋଡିଙ୍କୁ ମାତ ଦେଇଛନ୍ତି ଭାରତୀୟ ଖେଳାଳି

French Open
ସାତ୍ବିକ-ଚିରାଗ

ସେମିଫାଇନାଲ ଲଢେଇରେ 21-11, 25-23 ସେଟରେ ବିଜୟୀ ହୋଇଛନ୍ତି ସାତ୍ବିକ-ଚିରାଗ ଯୋଡି । ଏଥିସହିତ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ଯୋଡି 2ୟ ଥର ପାଇଁ ଫାଇନାଲରେ ପହଞ୍ଚିଛନ୍ତି । ପୂର୍ବରୁ ଥାଇଲାଣ୍ଡ ଓପନ ଟାଇଟଲ ବିଜୟୀ ହୋଇଥିଲେ।

French Open
ସାତ୍ବିକ-ଚିରାଗ

ସାତ୍ବିକ-ଚିରାଗ ଯୋଡି, ପୂର୍ବରୁ ହିରୋୟୁକି ଇଣ୍ଡୋ-ୟୁତ ୱାତାମାବେଙ୍କ ଠାରୁ 2ଥର ପରାସ୍ତ ହୋଇଥିଲେ। ତେବେ ଏହି ବିଜୟ ସହ ଇଣ୍ଡୋନେସିଆ ଓପନ ଓ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି ସାତ୍ବିକ ଓ ଚିରାଗ। ବର୍ତ୍ତମାନ ଏହି ଜାପାନ ଯୋଡିଙ୍କ କୋଚ ରହିଛନ୍ତି କିମ ତାନ ହର। ତେବେ ପୂର୍ବରୁ 2018 ପର୍ଯ୍ୟନ୍ତ କିମ ତାନ, ସାତ୍ବିକ-ଚିରାଗଙ୍କ କୋଚ ଥିଲେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.