ETV Bharat / sports

Denmark Open: ବିଜୟରୁ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ତୁର୍କୀର ନେସଲିହାନ ୟିଗିଟଙ୍କୁ ୨୧-୧୨ ଓ ୨୧-୧୦ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି, ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ...

author img

By

Published : Oct 19, 2021, 9:32 PM IST

Denmark Open: PV Sindhu marches into next round
Denmark Open: ବିଜୟରୁ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ଓଡେନ୍‌ସ(ଡେନ୍‌ମାର୍କ): ଚଳିତ ଡେନମାର୍କ ଓପନରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ତୁର୍କୀର ନେସଲିହାନ ୟିଗିଟଙ୍କୁ ୨୧-୧୨ ଓ ୨୧-୧୦ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚ୍‌ ୩୦ ମିନିଟ ଧରି ଖେଳାଯାଇଥିଲା ।

ସଂପୂର୍ଣ୍ଣ ମ୍ୟାଚ୍‌ରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ତୁର୍କୀ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ନିରୁପାୟ କରିଥିଲେ ।

ପୂର୍ବରୁ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରେଙ୍କିରେଡ୍ଡି ବିଜୟ ସହ ଚଳିତ ଡେନମାର୍କ ଓପନର ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି ।

ଇଂଲଣ୍ଡର କାଲନ ହେମିଂ ଓ ଷ୍ଟିଭେନ ଷ୍ଟଲଉଡ୍‌ଙ୍କୁ ୨୩-୧୧, ୨୧-୧୫ ସିଧାସଳଖ ସେଟ୍‌ରେ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.