ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍: ତୃତୀୟ ରାଉଣ୍ଡରେ ସିନ୍ଧୁ

ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ 21-14, 21-15 ଗେମରେ ସିଧାସଳଖ ଭାବେ ୟୁ-ପୋଙ୍କୁ ପରାସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 21, 2019, 11:38 PM IST

ହାଇଦ୍ରାବାଦ: ଭାରତୀୟ ଟପ୍ ସଟଲର୍ ପିଭି ସିନ୍ଧୁ ଚଳିତ ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପରେ ବିଜୟ ଧାରା ବଜାୟ ରଖିଛନ୍ତି । ସେ ତାଙ୍କର ଚୀର ପ୍ରିତଦ୍ବନ୍ଦ୍ବୀ ଚାଇନିଜ୍ ତାଇପେଇର ପାଇ ୟୁ-ପୋଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠି ଛନ୍ତି ।

ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ 21-14, 21-15 ଗେମରେ ସିଧାସଳଖ ଭାବେ ୟୁ-ପୋଙ୍କୁ ପରାସ୍ତ କରିଛନ୍ତି । ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ଏହି ମୁକାବିଲାକୁ ମାତ୍ର ୪୫ ମିନିଟରେ ଜିତି ନେଇଥିଲେ।

Intro:Body:

gg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.