ETV Bharat / sports

ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚିଲା ଅଲମ୍ପିକ ଯୋଗ୍ୟତା ହାସଲର ଅବଧି: BWF - ବ୍ୟାଡମିଣ୍ଟନ ଅଲମ୍ପିକ ଯୋଗ୍ୟତା ହାସଲ

ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନର ବଡ ଘୋଷଣା । ବ୍ୟାଡମିଣ୍ଟନ ଅଲମ୍ପିକ ଯୋଗ୍ୟତା ହାସଲର ଅବଧିକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

BWF extends olympic qualification period to next year, ranking points to be maintained
ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚିଲା ଅଲମ୍ପିକ ଯୋଗ୍ୟତା ହାସଲର ଅବଧି: BWF
author img

By

Published : May 28, 2020, 9:51 AM IST

କ୍ବାଲାଲାମପୁର: ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନର ବଡ ଘୋଷଣା । ବ୍ୟାଡମିଣ୍ଟନ ଅଲମ୍ପିକ ଯୋଗ୍ୟତା ହାସଲର ଅବଧିକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏଥିସହିତ କୋରୋନା ଭାଇରସ ଲକଡାଉନ ପୂର୍ବରୁ ହାସଲ କରିଥିବା ସମସ୍ତ ପଏଣ୍ଟ ଓ ରାକିଂ ବୈଧ ରହିବ ।

2021 ପ୍ରଥମ ସପ୍ତାହରୁ 17ତମ ସପ୍ତାହ ପର୍ଯ୍ୟନ୍ତ କୋରୋନା ଭାଇରସ ଯୋଗୁଁ ସ୍ଥଗିତ କିମ୍ବା ବାତିଲ ଘୋଷଣା ହୋଇଥିବା ସମସ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ତେବେ 17ତମ ସପ୍ତାହ ସୁଦ୍ଧା ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଶେଷ ହେବା ଉଚିତ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.