ETV Bharat / sports

ଶ୍ରୀକାନ୍ତ, ସାଇ ପ୍ରଣୀତଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ବ୍ୟାଡମିଣ୍ଟନ ସଂଘର ସୁପାରିଶ

କିଦାମ୍ବୀ ଶ୍ରୀକାନ୍ତ ଓ ସାଇ ପ୍ରଣୀତଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ବ୍ୟାଡମିଣ୍ଟନ ସଂଘ । ଅଧିକ ପଢନ୍ତୁ...

author img

By

Published : Jul 1, 2021, 3:25 PM IST

BAI recommends Kidambi Srikanth, Sai Praneeth's name for Khel Ratna Award
ଶ୍ରୀକାନ୍ତ, ସାଇ ପ୍ରଣୀତଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଟେନିସ ମହାସଂଘର ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ସଂଘ କିଦାମ୍ବୀ ଶ୍ରୀକାନ୍ତ ଓ ସାଇ ପ୍ରଣୀତଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ସେହିପରି ଅର୍ଜୁନ ଆୱାର୍ଡ ପାଇଁ ଏଚ.ଏସ. ପ୍ରଣୟ ପ୍ରଣବ ଜେରୀ ଚୋପ୍ରା ଓ ସମୀର ବର୍ମାଙ୍କ ନାମ ସୁପାରିଶ କରିଛି BAI ।

BAI recommends Kidambi Srikanth, Sai Praneeth's name for Khel Ratna Award
ସାଇ ପ୍ରଣୀତ

କିଦାମ୍ବୀ ଶ୍ରୀକାନ୍ତ

ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍‌, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲା ।

ମନିକା ବାତ୍ରା, ରୋହିତ ଶର୍ମା, ଭିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପ୍ପନ ଫାଙ୍ଗାଭେଲୁଙ୍କୁ ଗତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5 ଜଣ କ୍ରୀଡାବିତ୍‌ଙ୍କୁ ଏହି ପୁରସ୍କାର ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.