ETV Bharat / sports

ବାଂଲାଦେଶ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜର ମୁକୁଟ ପିନ୍ଧିଲେ ଲକ୍ଷ୍ୟ

author img

By

Published : Dec 15, 2019, 8:12 PM IST

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଜିତିଲେ ବାଂଲାଦେଶ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜର ଟାଇଟଲ। 18ବର୍ଷୀୟ ଏହି ଖେଳାଳି 22-20, 21-18 ସେଟ୍‌ରେ ମଲେସିଆର ଲେଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରିଛନ୍ତି।

lakshya sen
lakshya sen

ଢାକା: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କ ମୁଣ୍ଡରେ ବାଂଲାଦେଶ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ ମୁକୁଟ। ପୁରୁଷ ଏକକ ଫାଇନାଲ ମ୍ୟାଚରେ ମଲେସିଆର ଲେଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରି ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଛନ୍ତି।

lakshya sen
ଲକ୍ଷ୍ୟ ସେନ୍‌ଙ୍କ ଟ୍ବିଟ

18ବର୍ଷୀୟ ଏହି ଖେଳାଳି 22-20, 21-18 ସେଟ୍‌ରେ ନିଜର ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି। ଏହା ପରେ ଚଳିତବର୍ଷ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମୋଟ 5ଟି ଟାଇଟେଲ ଜିତିବାରେ ସକ୍ଷମ ହୋଇଛନ୍ତି। ବିଜୟ ପରେ ଖୋଦ୍‌ ଲକ୍ଷ୍ୟ ଟ୍ବିଟ କରି ଲେଖିଛନ୍ତି ଯେ, ମୋର 5ମ ଟାଇଟେଲ ହାସଲ ସହ ବର୍ଷ ଶେଷରେ ବାଂଲାଦେଶରେ ବିଜୟ ହୋଇ ବେଶ ଖୁସି ଅଛି। ଆଶା କରୁଛି ଆଗାମୀ ବର୍ଷ ଭଲ ଫର୍ମ ଜାରି ରହିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.