ETV Bharat / sitara

ସ୍ବାମୀଙ୍କୁ ମିସ୍ କରୁଛନ୍ତି ରୁବିନା, ମନେ ପକାଇଲେ ନୋକ-ଝୋକ କଥା

author img

By

Published : May 27, 2021, 1:47 PM IST

ଥ୍ରୋବ୍ୟାକ ଭିଡିଓ ସେୟାର କରି ସ୍ବାମୀଙ୍କୁ ମିସ୍ କରିବା କଥା କହିଲେ ରୁବିନା । ଏହାସହ ସେ ନେହା କକ୍କର ଓ ରୋହନପ୍ରୀତଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବିନା ଦିଲୈକ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବିନା ଦିଲୈକ

ମୁମ୍ବାଇ: ଟେଲି ଅଭିନେତ୍ରୀ ତଥା ‘ବିଗବସ 14’ ବିଜେତା ରୁବୀନା ଦିଲୈକ ଏବେ ନିଜ ସ୍ବାମୀ ଅଭିନବ ଶୁକ୍ଲାଙ୍କୁ ମିସ୍ କରୁଥିବାର ନଜର ଆସୁଛନ୍ତି । କାରଣ ତାଙ୍କଠୁ ଦୂରେରେ ଅଛନ୍ତି ଅଭିନବ । ସେ ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି 11’ର ସୁଟିଂ ପାଇଁ ବର୍ତ୍ତମାନ କେପଟାଉନରେ ଅଛନ୍ତି । ଏମିତି ପରିସ୍ଥିତିରେ ତାଙ୍କୁ ମିସ୍ କରି ସୋସିଆଲ ମିଡିଆରେ ତାଙ୍କର ଥ୍ରୋବ୍ୟାକ ଭିଡିଓ ସେୟାର କରିଛନ୍ତି ପତ୍ନୀ ।

ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏହି ଗୀତ ଆମ ନୋଖ-ଝୋକକୁ ମନେ ପକାଇ ଦେଉଛି । ମୁଁ ତୁମକୁ ବହୁତ ମିସ୍ କରୁଛି । କେତେ କ୍ୟୁଟ ଗୀତ ନେହା କକ୍କର ଓ ରୋହନପ୍ରୀତଙ୍କର । ତୁମେ ଦୁହେଁ ବହୁତ ସୁନ୍ଦର ।’

ସେହିପରି ଏହି ପୋଷ୍ଟରେ ରୁବୀନା ନେହା ଓ ରୋହନଙ୍କ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି ନିକଟରେ ରୁବିନା କୋରୋନା ସଂକ୍ରମିତ ହୋଇଥିଲା । ଯାହାର ଅନୁଭୂତି ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.