ମୁମ୍ବାଇ: ଟିଭିର ପପୁଲାର ସିରିୟଲ ‘ଦିୟା ଔର ବାତି’ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଦୀପିକା ସିଂ ଏବେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ନଜର ଆସୁଛନ୍ତି । ସେ ପ୍ରାୟତଃ ନିଜର ଫଟୋ, ଡାନ୍ସ ଭିଡିଓ ସହ ଫନ୍ନି ପୋଷ୍ଟ କରନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନ କିଣେ। ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ଯେଉଁଥିରେ ଦମଦାର ଡାନ୍ସ କରୁଥିବାର ନଜର ଆସୁଛନ୍ତି ଅଭିନେତ୍ରୀ ।
ଏବେ ଭାଇରାଲ ହେଉଥିବା ଭିଡିଓରେ ଦୀପିକା ପପୁଲାର ଗୀତ ‘ବେଦର୍ଦି ସେ ପ୍ୟାର କା’ରେ ଡାନ୍ସ କରୁଥିବାର । ଏହି ଭିଡିଓରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ ।
- " class="align-text-top noRightClick twitterSection" data="
">
ଜୁବିନ ନୌଟିଆଲଙ୍କ ଏହି ଗୀତରେ ଦୀପିକାଙ୍କ ଡାନ୍ସ ଦେଖି ଖୁସି ହୋଇଯାଇଛନ୍ତି ଫ୍ୟାନ୍ସ । ନିକଟରେ ରିଲିଜ ହୋଇଥିଲା ଏହି ଗୀତ । ସେହିପରି ଦୀପିକାଙ୍କ ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି ସେ ସ୍ଲୋ ମୋଶନରେ ପ୍ରଥମେ ଚାଲିକି ଆସୁଛନ୍ତି । ଆଉ ପରେ ଦମଦାର ଡାନ୍ସ କରୁଛନ୍ତି । ଦେଖନ୍ତୁ ଭିଡିଓ...