ETV Bharat / sitara

କୋରୋନା ମୁକାବିଲା: କରନ ୱାହିଙ୍କ ମହାନ କାର୍ଯ୍ୟ

author img

By

Published : Apr 17, 2020, 6:04 PM IST

ଲକଡାଉନରେ ଥିବା ଛୋଟ ପରଦାର ଫେମସ ଅଭିନେତା କରନ ୱାହି କଲେ ଦାନ। ଅନେକ କଳାକାରଙ୍କ ପରେ ସେ ଦାନ ଅଭିଯାନରେ ହେଲେ ସାମିଲ।

karan wahi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ୱାହି

ମୁମ୍ବାଇ: ଅନେକ ଚେଷ୍ଟା ପରେ ମଧ୍ୟ କୋରୋନା ଭାଇରସ କମିବାର ନାଁ ନେଉନାହିଁ। ଅନେକ ଲୋକଙ୍କ ଏହି ସଂକ୍ରମଣରେ ଜୀବନ ହାରିସାରିଲେଣି। ପୁରା ବିଶ୍ବରେ ଏହାର ପ୍ରକୋପ ବଢିଚାଲିଛି। କୋରୋନା ଭାଇରାସରେ ସଂକ୍ରମିତ ରୋଗୀଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ସେଲିବ୍ରିଟି। ଅନେକ କଳାକାର ନିଜ କ୍ଷମତା ହିସାବରେ ପିଏମ କେୟାର୍ସ ରିଲିଫ ଫଣ୍ଡକୁ ଦାନ କରିସାରିଲେଣି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଟେଲି ଆକ୍ଟିର କରନ ୱାହି।

ସେ ନିଜର ସବୁ ସେଭିଂସ ଫଣ୍ଡକୁ ଦାନ କରିଦେଇଛନ୍ତି। ଏହାର ସୂଚନା ତାଙ୍କ ତଥା ଅଭିନେତ୍ରୀ ବନ୍ଧୁ ଆଶା ନେଗୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଦେଇଛନ୍ତି। ସେ ଲେଖିଛନ୍ତି, ‘କରନ କେବେ ମଧ୍ୟ ଏହି କଥାର ଖୁଲାସା କରିବେ ନାହିଁ । ଏଥି ନିମନ୍ତେ ସେ ତାଙ୍କ ବନ୍ଧୁଙ୍କ ଏହି ମହାନ କାର୍ଯ୍ୟକୁ ସମସ୍ତଙ୍କୁ ସାମ୍ନାକୁ ଆଣିଛନ୍ତି।’

ପ୍ରକାଶ ଥାଉକି ଆଶା ଓ କରନ ପରସ୍ପରର ଭଲ ବନ୍ଧୁ। ଦୁଇଜଣ ଏକାଠି ପ୍ରାୟ ସ୍ଥାନରେ ନଜର ଆସନ୍ତି । ଏହାସହ ଅନେକ ଥର ଦୁଇଜଣ ଛୁଟିରେ ବୁଲିବାକୁ ମଧ୍ୟ ଯାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.