ETV Bharat / sitara

ଏଲିନାଙ୍କ ହସରେ ଫିଦା ପାକିସ୍ତାନ ବ୍ଲଗର

author img

By

Published : Feb 2, 2022, 9:53 PM IST

ଏଲିନାଙ୍କ ହସରେ ଫିଦା ହେଲେ ପାକିସ୍ତାନ ବ୍ଲଗର । ଇନଷ୍ଟାଗ୍ରମା ପୋଷ୍ଟରେ 'ସ୍ମାଇଲ ଦେଖୋ ୟାର, ଯଚ ରହି ହୈ' କମେଣ୍ଟ କଲେ । ଅଧିକ ପଢନ୍ତୁ

ଏଲିନାଙ୍କ ହସରେ ଫିଦା ପାକିସ୍ତାନ ବ୍ଲଗର
ଏଲିନାଙ୍କ ହସରେ ଫିଦା ପାକିସ୍ତାନ ବ୍ଲଗର

ଭୁବନେଶ୍ବର: ଓଲିଉଡ୍ ହିରୋଇନ ଏଲିନା ସାମନ୍ତରାୟଙ୍କ ହସ ଏବେ ରାଜ୍ୟ କି ଦେଶରେ ସୀମିତ ନାହିଁ ବିଦେଶରେ ମଧ୍ୟ ତାଙ୍କ ହସର ପ୍ରଶଂସକଙ୍କ ବାହାରିଲେଣି । ଏବେ ଏଲିନାଙ୍କ ହସରେ ପାଗଳ ହୋଇଯାଇଛନ୍ତି ଜଣେ ପାକିସ୍ତାନ ବ୍ଲଗର । ଇନଷ୍ଟାଗ୍ରାମ ରିଲ୍ସ ଭିଡିଓରେ ଏଲିନାଙ୍କ ହସ ଦେଖି ଫିଦା ହୋଇ ଯାଇଛନ୍ତି ଏହି ବ୍ଲଗର ଜଣକ ।

ତେବେ ପାକିସ୍ତାନର ଜଣେ ବ୍ଲଗର (ଯେଉଁମାନେ ଭିଡିଓ ଅନୁସାରେ କାହାଣୀ ରଚନା କରନ୍ତି) ଜାଫର ଅଲ୍ଲି ଏଲିନାଙ୍କ ହସରେ ଫିଦା ହୋଇ ଯାଇଥିବା ଜଣାପଡିଛି । ସେ ଏଲିନାଙ୍କୁ ଏକ ରିଲ୍ସ ଭିଡିଓରେ ହସୁଥିବାର ଦେଖି 'ସ୍ମାଇଲ ଦେଖୋ ୟାର, ଯଚ ରହି ହୈ' କମେଣ୍ଟ କରିଛନ୍ତି । କେବଳ ଯେ ହସ କାହିଁକି, ଅରୁନ୍ଧତୀ ସିନେମାରେ ଏଲିନାଙ୍କ ଏହି ରିଲ୍ସ ଭିଡିଓରେ ସେ ପିନ୍ଧିଥିବା ଶାଢୀର ମଧ୍ୟ ତାରିଫ କରିଛନ୍ତି ଏହି ପାକିସ୍ତାନୀ ବ୍ଲଗର ଜଣକ ।

ତେବେ ଏଲିନାଙ୍କ ଏହି ଭିଡିଓକୁ ଫେବ୍ରୁଆରୀ ୧ ସୁଦ୍ଧା ୪୫ ହଜାର ୫୬୧ ଜଣ ଦର୍ଶକ ଦେଖିସାରିଛନ୍ତି । ପାକିସ୍ତାନର ଏହି ବ୍ଲଗରଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ଯୁବ ନାମ ହେଉଛି CallmeZafarAli ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.