ETV Bharat / sitara

ତୁଷାରଙ୍କ ସହ 'ନାଚ ମେରୀ ରାନୀ' ଗୀତରେ ନାଚିଲେ ନୋରା, ଦେଖନ୍ତୁ ଭିଡିଓ ...

author img

By

Published : Apr 15, 2021, 8:53 PM IST

ରିୟାଲିଟି ଶୋ ‘ଡାନ୍ସ ଦିୱାନେ 3’ ସେଟରେ ଆଗାମୀ ଓ୍ବିକେଣ୍ଡ ବହୁତ ମଜାଦାର ହେବାକୁ ଯାଇଛି । ଆଗାମୀ ଏପିସୋଡରେ ଗେଷ୍ଟ ରୂପେ ଏହି ଶୋରେ ନଜର ଆସିବେ ନୋରା । ଶୋରେ ନୋରା ଏବଂ ତୁଷାର 'ନାଚ ମେରୀ ରାନୀ' ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

nora-fatehi-and-tushar-kalia-dance-battle-on-nach-meri-rani-song
ତୁଶାରଙ୍କ ସହ 'ନାଚ ମେରୀ ରାନୀ' ଗୀତରେ ନାଚିଲେ ନୋରା,ଦେଖନ୍ତୁ ଭିଡିଓ ...

ନୂଆଦିଲ୍ଲୀ: ରିୟାଲିଟି ଶୋ ‘ଡାନ୍ସ ଦିୱାନେ 3’ ସେଟରେ ଆଗାମୀ ଓ୍ବିକେଣ୍ଡ ବହୁତ ମଜାଦାର ହେବାକୁ ଯାଇଛି ।

ଆଜ୍ଞା ହଁ, ଆଗାମୀ ଏପିସୋଡରେ ଗେଷ୍ଟ ରୂପେ ଏହି ଶୋରେ ନଜର ଆସିବେ ନୋରା । ଯେଉଁଠାରେ ସେ ତାଙ୍କ ଡ୍ୟାନ୍ସ ଦ୍ବାରା ଶୋରେ ଧମାଲ କରିବେ ।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ନୋରା ଏବଂ ତୁଷାର 'ନାଚ ମେରୀ ରାନୀ' ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

କଲର୍ସ ଏହି ଭିଡିଓକୁ ଗୋଟିଏ ଦିନ ପୂର୍ବରୁ ସେୟାର କରିଥିଲା ​​ଏବଂ ଏପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ 3 ଲକ୍ଷ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଏହା ପୂର୍ବରୁ ନୋରା ଏବଂ ମାଧୁରୀ ଦୀକ୍ଷିତଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ନୋରାଙ୍କୁ ମାଧୁରୀ ନିଜ ଫେମସ ଗୀତ ‘ମେରା ପିୟା ଘର ଆୟ’ରେ ଡାନ୍ସ ଶିଖାଇଥିଲେ । ଆଉ ନୋରା ମଧ୍ୟ ତାଙ୍କୁ ‘ଦିଲବର’ ଗୀତରେ ବେଲି ଡାନ୍ସ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.