ETV Bharat / sitara

ଆଭେଞ୍ଜର୍ସ ପୋଷ୍ଟର ଆଡକୁ ଢଳିଲା ନାଗିନ-3

ନାଗିନ-3କୁ ଆଭେଞ୍ଜର୍ସ ଫିଭର ହେଇଛି । ଏକତା କପୁର ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଦର୍ଶକଙ୍କ ମନପସନ୍ଦ ଚରିତ୍ରଙ୍କୁ ସୁପରହିରୋର ରୂପ ଦେଇଛନ୍ତି ।

author img

By

Published : Apr 30, 2019, 1:32 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଭେଞ୍ଜର୍ସ ଏଣ୍ଡ ଗେମର କ୍ରେଜ ଏବେ ସିରିଏଲମାନଙ୍କରେ ବି ଦେଖିବାକୁ ମିଳିଲାଣି । ଆଭେଞ୍ଜର୍ସ ଏଣ୍ଡ ଗେମର ପୋଷ୍ଟରକୁ କପି କରିଛି ନାଗିନ-3 । ଏକତା କପୁର ସିରିଏଲର ସବୁ ଅଭିନେତା ଅଭିନେତ୍ରୀଙ୍କୁ ସୁପରହିରୋ ବନେଇ ଦେଇଛନ୍ତି ।

nagin3
ଫଟୋ ସୌଜନ୍ୟ: ସୋସିାଲ ମିଡିଆ

ପର୍ଲ ଭି ପୁରି, କରଣବୀର ବୋହରା, ନିକିତିନ ଧିର, ମୌନି ରୟ, ଅନିତା ହସନନ୍ଦାନି, ଅର୍ଜୁନ ବଜଲାଣି, ରକ୍ଷନ୍ଦା ଖାନ ଓ ରଜତ ଟୋକାଶଙ୍କୁ ସୁପରହିରୋ ଅବତାର ଦେଇଛନ୍ତି ଶୋ' ର ନିର୍ମାତା ଏକତା କପୁର । କିନ୍ତୁ ଫ୍ୟାନ୍ସ ଯେତିକି ପସନ୍ଦ କରିଛନ୍ତି ସେତିକି ଟ୍ରୋଲ ମଧ୍ୟ କରିଛନ୍ତି । ବହୁତ ଖରାପ କମେଣ୍ଟ୍ସ ଆସିଥିବାର ଦେଖିବାକୁ ମିଳିଛି ।

ନାଗିନ-3ର ଫାଇନାଲ ଏପିସୋଡର ସୁଟ ଆରମ୍ଭ ହୋଇଗଲାଣି । ଏକତା କପୁର କିଛି ଦିନ ତଳେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ ଯେ, ଶୋ' ର ଏଣ୍ଡିଙ୍ଗ କାଫି ମଜାଦାର ଓ ଡ୍ରାମାଟିକ ହେବ । ନାଗିନ କୁଇନ ମୌନୀ ରୟ ଶୋ' କୁ ଆସିପାରନ୍ତି ବୋଲି ଏକତା ସୂଚନା ଦେଇଥିଲେ ।

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.