ETV Bharat / sitara

ମିଷ୍ଟର ବଜାଜ ସାଜିବେ କରନ

'କସୌଟି ଜିନ୍ଦେଗୀ କି-2'ରେ ମିଷ୍ଟର ବଜାଜଙ୍କ ଭୂମିକା ପାଇଁ ପ୍ରଥମେ ଅଭିନେତା ହିତେନ ତେଜୱାନୀଙ୍କ ନାମ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ମେକର୍ସଙ୍କୁ ନୂଆ ଚେହେରା ମିଳିଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନ ସିଂହ ଗ୍ରୋଭର
author img

By

Published : Jun 9, 2019, 4:02 AM IST

ମୁମ୍ବାଇ: ଛୋଟ ପରଦାର ସବୁଠାରୁ ପପୁଲାର ଧାରାବାହିକ 'କସୌଟି ଜିନ୍ଦେଗୀ କି-2' ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇପାରିଛି । ଏହି ଧାରାବାହିକରେ ଆଉ ଏକ ଚେହେରା ସାମିଲ ହେବାକୁ ଯାଉଛି । ଆଜ୍ଞା ହଁ, ଅଭିନେତା କରନ ସିଂହ ଗ୍ରୋଭର ଏହି ଧାରାବାହିକ ଜରିଆରେ ଟେଲି ଜଗତକୁ କମବ୍ୟାକ କରିବେ ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନ ସିଂହ ଗ୍ରୋଭର

ଧାରାବାହିକରେ କରନ ମିଷ୍ଟର ବଜାଜଙ୍କ ରୋଲରେ ନଜର ଆସିବେ । ଅନ୍ୟପଟେ ଏହି ରୋଲର ପ୍ରଥମ ସିଜନରେ ଅଭିନେତା ରୋନିତ ରାୟ ଅଭିନୟ କରିଥିଲେ । କରନଙ୍କ ମିଷ୍ଟର ବଜାଜ ଲୁକ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ କରନ ବ୍ଲାକ କଲର ସୁଟ ଏବଂ କୋର୍ଟ ପିନ୍ଧିଥିବାର ଦେଖାଯାଇଛନ୍ତି । ତାଙ୍କ ଡାସିଂ ଲୁକ ସହ ତାଙ୍କ ଗ୍ରେ ହେୟାର ତାଙ୍କୁ ଆହୁରି ଆକର୍ଷଣୀୟ କରୁଛି ।

ପ୍ରକାଶ ଥାଉକି ପୂର୍ବରୁ ମିଷ୍ଟର ବଜାଜ ରୋଲ ପାଇଁ ଅଭିନେତା ହିତେନ ତେଜୱାନୀଙ୍କ ନାମ ଶୁଣିବାକୁ ମିଳୁଥିଲା । କିନ୍ତୁ କିଛି ସମସ୍ୟା ପାଇଁ କରନଙ୍କୁ ଏହି ରୋଲ ଅଫର ହୋଇଛି । ଏଯାବତ କରନଙ୍କ ପକ୍ଷରୁ ରୋଲକୁ ନେଇ କୌଣସି ଅଧିକାରୀକ ଭାବେ ସୂଚନା ସାମ୍ନାକୁ ଆସିନାହିଁ । ଫ୍ୟାନ୍ସ କିନ୍ତୁ ତାଙ୍କ ଫଟୋ ସୋସିଆଲ ମିଡିଆରେ ଦେଖି ଅନୁମାନ କରୁଛନ୍ତି କି, ମିଷ୍ଟର ବଜାଜ ରୋଲ ପାଇଁ କରନ ନିଜର ଲୁକ ଚେଞ୍ଜ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.