ETV Bharat / sitara

‘ନଚ ବଲିୟେ’ରେ ନଜର ଆସିବେନି ଜେନିଫର

ଖୁବ ଶୀଘ୍ର ଆସୁଛି ନଚ ବଲିୟେର 9ତମ ସିଜିନ । ଟେଲିଭିଜନ ନାୟିକା ଜେନିଫର ଶୋ କୁ ହୋଷ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେଥିରେ ଲାଗିଛି ଫୁଲଷ୍ଟପ ।

author img

By

Published : May 29, 2019, 2:11 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ନଚ ବଲିୟେ’ର 9ତମ ସିଜିନ । ଡ୍ୟାନ୍ସିଂ ରିୟାଲିଟି ଶୋ' ନଚ ବଲିୟେ ଖୁବ ଶୀଘ୍ର ଷ୍ଟାରପ୍ଲସରେ ଆରମ୍ଭ ହେବ ତେବେ ଏଥର ଶୋ' କୁ ହୋଷ୍ଟ କରିବେନି ଟେଲିଭିଜନ ନାୟିକା ଜେନିଫର ୱିନଗେଟ ।

ତେବେ ଜେନିଫର ଶୋ' କୁ ହୋଷ୍ଟ କରପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ଶୋ ର ନିର୍ମାତା ଜେନିଫରଙ୍କ ନାମକୁ ଡ୍ରପ କରିଦେଇଛନ୍ତି । ରିପୋର୍ଟ ଅନୁସାରେ ଆଉ ଦୁଇଜଣଙ୍କ ନାମ ଏବେ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ଶୋ'କୁ ମନୀଷ ପଲ କିମ୍ବା ସୁନୀଲ ଗ୍ରୋଭର ହୋଷ୍ଟ କରିବେ ।

ଶୋ ର ନିର୍ମାତା କୌଣସି ଡେଲି ଶୋ'ର ହିରୋଇନଙ୍କ ଉପରେ ବିଶ୍ବାସ କରିପାରୁ ନାହାଁନ୍ତି ତେଣୁ ଜେନିଫରଙ୍କୁ ଏହି ସୁଯୋଗ ଦିଆଯାଇନାହିଁ । ଶୋ' ରେ କେଉଁ କେଉଁ ସେଲିବ୍ରିଟି ଯୋଡି ରହିବେ ସେ ନେଇ କୌଣସି ଘୋଷଣା ଏ ଯାଏଁ କରାଯାଇନାହିଁ ।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.