ETV Bharat / sitara

ହିନା ଖାନଙ୍କ ୱାର୍କଆଉଟ୍ ଟିପ୍: 'ଷ୍ଟାଇଲ ମେ କରୋ ଏକ୍ସସରସାଇଜ' - hina khan workout tip

ଇନଷ୍ଟାଗ୍ରାମରେ ହିନା ଖାନ କହିଛନ୍ତି, 'ଷ୍ଟାଇଲ ମେ କରୋ ଏକ୍ସସରସାଇଜ' । ଅଧିକ ପଢନ୍ତୁ...

hina khan workout tip wearing stylish matters when you exercise
ହିନା ଖାନଙ୍କ ୱାର୍କଆଉଟ୍ ଟିପ୍: 'ଷ୍ଟାଇଲ ମେ କରୋ ଏକ୍ସସରସାଇଜ'
author img

By

Published : May 29, 2020, 7:05 AM IST

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ବିଶ୍ବାସ କରନ୍ତି ଯଦି ବ୍ୟାୟାମ କରିବା ଗୁରୁତ୍ୱପୂର୍ଣ୍ଣ, ତେବେ ଷ୍ଟାଇଲିସ ଜିମ ଓ୍ବାଉଟଫିଟ ପିନ୍ଧିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ ।

hina khan workout tip wearing stylish matters when you exercise
ହିନା ଖାନଙ୍କ ୱାର୍କଆଉଟ୍ ଟିପ୍: 'ଷ୍ଟାଇଲ ମେ କରୋ ଏକ୍ସସରସାଇଜ'

ବୁଧବାର ଦିନ, ହିନା ଇନଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି, ବ୍ୟାୟାମ କରିବା ସମୟରେ ସେ କିପରି ଷ୍ଟାଇଲିସ୍ ପୋଷାକ ପିନ୍ଧିବାକୁ ପସନ୍ଧ କରନ୍ତି ।

ହିନା ଲେଖିଛନ୍ତି, 'ଜୀବନ ବହୁତ ଛୋଟ ଅଟେ । ମୁଁ ସବୁବେଳେ କହେ ୱାର୍କଆଉଟ୍ ଇନ ଷ୍ଟାଇଲ । ମୁଁ କେବଳ ୱାର୍କଆଉଟରେ କଠିନ ପରିଶ୍ରମ କରେ ନାହିଁ, ଏହାସହ ମୁଁ ୱାର୍କଆଉଟ ସମୟରେ ଷ୍ଟାଇଲିସ୍ ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରେ । ଷ୍ଟାଇଲିସ୍ ପୋଷାକ ପିନ୍ଧିଲେ ମୋତେ ବହୁତ ଖୁସି ଲାଗେ ।

ଏହି ଲକଡାଉନ ସମୟରେ, ହିନା ତାଙ୍କ ୱାର୍କଆଉଟ ଫଟୋ ଏବଂ ଭିଡିଓ ବ୍ୟତୀତ ଅନ୍ୟ କାର୍ଯ୍ୟକଳାପ ସହିତ ତାଙ୍କ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.