ETV Bharat / sitara

ତାରକ ମେହେତାକୁ ଫେରିବେ ଦୟାବେନ!

ତାରକ ମେହେତାରେ ପୁଣି ଶୁଣିବାକୁ ମିଳିବ 'ଟପୁ କେ ପାପା' । ଶୋ' କୁ ବହୁତ ଜଲଦି ଫେରିପାରନ୍ତି ଦୟାବେନ ବା ଦିଶା ବକାନି । ପ୍ରଯୋଜକ ଅଶିତ କୁମାର ମୋଦୀ ଏହି ସୂଚନା ଦେଇଛନ୍ତି ।

author img

By

Published : May 5, 2019, 9:21 AM IST

Updated : May 5, 2019, 9:47 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ତାରକ ମେହେତା କା ଓଲଟା ଚଷମାକୁ ଫେରିପାରନ୍ତି ଦୟାବେନ ଅର୍ଥାତ ଦିଶା ବକାନି । ଶୋ'ର ପ୍ରଯୋଜକ ଅଶିତ କୁମାର ମୋଦୀ କହିଥିଲେ ଦିଶାଙ୍କ ଫେରିବା ର ସମ୍ଭାବନା ରିହିଛି । ଶୋ'କୁ ଦିଶା ଫେରିବେ କି ନାହିଁ ସେଥିପାଇଁ ଫ୍ୟାନ୍ସଙ୍କ ଭିତରେ ଆଶା ଆଶଙ୍କା ଦେଖିବାକୁ ମିଳିଛି । ତେବେ ଫ୍ୟାନ୍ସ ଦୟାବେନଙ୍କୁ ଜଲଦି ଶୋ'ରେ ଦେଖିବାକୁ ଚାହୁଁଛନ୍ତି ।

tarak meheta ka oolta chasmah
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପୂର୍ବରୁ ଶୁଣିବାକୁ ମିଳୁଥିଲା ଦିଶାଙ୍କୁ ଶୋ'ରୁ ରିପ୍ଲେସ କରି ଆମି ତ୍ରିଭେଦୀଙ୍କୁ ଏଣ୍ଟ୍ରି ଦିଆଯିବ ମାତ୍ର ଏନେଇ ଆମି କହିଥିଲେ ତାଙ୍କୁ କୈଣସି ଅଫର ମିଳିନି, ଦିଶାଙ୍କ ଚରିତ୍ର ଗୋଟେ ଚ୍ୟାଲେଞ୍ଜ ଓ ଦର୍ଶକ ଆମିଙ୍କୁ ଗ୍ରହଣ କରିପାରିବେ ନାହିଁ ।

ଗତବର୍ଷ ଦିଶା କନ୍ୟା ସନ୍ତାନର ମା ହୋଇଥିଲେ । ଏହାପରେ ଦିଶାଙ୍କୁ ଶୋ'ରେ ଦେଖିବାକୁ ମିଳିନଥିଲା । ମଝିରେ ମଝିରେ ଦିଶାଙ୍କ ଫେରିବା ଖବର ଆସୁଥିଲେ ମଧ୍ୟ ପ୍ରାୟ ଦେଢ ବର୍ଷ ହେବ ଦିଶାଙ୍କୁ ଦେଖିବାକୁ ମିଳୁନି । ସିରିଏଲର ମୁଖ୍ୟ ଚରିତ୍ର ଜେଠାଲାଲ ଓ ଦୟାବେନ ଶୋ'ର ଟିଆରପି କୁ ସବୁବେଳେ ଉପରେ ରଖୁଥିଲା ମାତ୍ର ଦୟାବେନ ଶୋ'ରେ ନଥିବା କାରଣରୁ ଶୋ'ର ଟିଆରପି ଟିକେ କମିଯାଇଛି ।

Intro:Body:

gf

Conclusion:
Last Updated : May 5, 2019, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.