ETV Bharat / sitara

ପୁଣି ଚେତନଙ୍କ ଟାର୍ଗେଟରେ ଇରା

ଯୋଗ ଗୁରୁ ଇରା ତ୍ରିବେଦୀ ନିକଟରେ ହିନ୍ଦୁ ଧର୍ମ ଏବଂ ବିଫ(ଗୋମାଂସ)କୁ ନେଇ ଦେଇଥିଲେ ଆପତ୍ତିଜନକ ଟିପ୍ପଣୀ । ଇରାଙ୍କ ବିବାଦୀୟ ବୟାନକୁ ନେଇ ଟ୍ବିଟ କରିଛନ୍ତି ଚେତନ ।

author img

By

Published : Jul 27, 2019, 5:21 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ମୁମ୍ବାଇ: ପୁଣି ସୋସିଆଲ ମିଡିଆରେ ଚେତନ ଭଗତ ଏବଂ ଇରା ତ୍ରିବେଦୀଙ୍କ କୋଲ୍ଡ ୱାର । ଇରାଙ୍କ ବିବାଦୀୟ ବୟାନକୁ ନେଇ ଟ୍ବିଟ କରିଛନ୍ତି ଚେତନ ।

ଯୋଗ ଗୁରୁ ଇରା ତ୍ରିବେଦୀ ନିକଟରେ ହିନ୍ଦୁ ଧର୍ମ ଏବଂ ବିଫ (ଗୋମାଂସ)କୁ ନେଇ ଦେଇଥିଲେ ଆପତ୍ତିଜନକ ଟିପ୍ପଣୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଇରାଙ୍କ ଏହି ଟ୍ବିଟ ଏବଂ ବୟାନକୁ ନେଇ ୟୁର୍ଜସ ତାଙ୍କୁ ଖୁବ୍ ସମାଲୋଚନା ମଧ୍ୟ କରିଥିଲେ । ତେବେ ଖବର ଏହା ମଧ୍ୟ ଆସିଥିଲା ଯେ, ତାଙ୍କୁ ଦୁରଦର୍ଶନରେ ଯୋଗ କାର୍ଯ୍ୟକ୍ରମ କରିବାରୁ ମଧ୍ୟ ନିବୃତ୍ତ କରାଯାଇଛି । ଆଉ ଏବେ ଏହି ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ଚେତନ ଭଗତ ।

ଇରା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲଖିଥିଲେ, କୋରାନ ବିକାଶମୂଳକ ଏବଂ ହିନ୍ଦୁତ୍ବ ଆକ୍ରମଣାତ୍ମକ ଅଟେ । ଏହାସହ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଫ (ଗୋମାଂସ)କୁ ପ୍ରୋଟିନ ପାଇଁ ସବୁଠାରୁ ଶସ୍ତା ବିକଳ୍ପ ବୋଲି କହିଥିଲେ ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଇରା ଚେତନଙ୍କ ନାଁରେ (#me too) ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଇରାଙ୍କ କହିବା ଅନୁସାରେ, ସେ ତାଙ୍କୁ ବଳପୂର୍ବକ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ । ଏହାପରେ ଚେତନ ଇରାଙ୍କ ମେଲକୁ ସାର୍ବଜନିନ କରିଥିଲେ । ତାହା ମଧ୍ୟରୁ ଏକ ସ୍କ୍ରିନସର୍ଟରେ ଇରା ଲେଖିଥିଲେ, ମିସ୍ ୟୁ, କିସ୍ ୟୁ ।

ଆଉ ଏବେ ଇରାଙ୍କ ମନ୍ତବ୍ୟକୁ ନେଇ ଟ୍ବିଟ କରିଛନ୍ତି ଚେତନ । ଟ୍ବିଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, 'କର୍ମା' । ତେବେ ଏହି ଟ୍ବିଟରେ ସେ କେଉଁଠାରେ ମଧ୍ୟ ଇରାଙ୍କ ନାଁ ଲେଖିନାହାନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.