ETV Bharat / sitara

ରେଡ କାର୍ପେଟରେ କୋମୋଲିକା

ରେଡ କାର୍ପେଟରେ ଚାଲିଲେ ଟେଲିଭିଜନର କୋମୋଲିକା ହିନା ଖାନ । 72ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ରେଡ କାର୍ପେଟରେ ଜଲୱା ଦେଖେଇଛନ୍ତି ହିନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/realhinakhan
author img

By

Published : May 16, 2019, 10:38 AM IST

ହାଇଦ୍ରାବାଦ: ଶେଷରେ ରେଡ କାର୍ପେଟରେ ନିଜ ଜଲୱା ଦେଖେଇଲେ ହିନା ଖାନ । 72ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ଯୋଗ ଦେଇ କାଫି ଖୁସି ଅଛନ୍ତି ହିନା । ଏହା ଭଗବାନଙ୍କ ସଙ୍କେତ ବୋଲି କହିଛନ୍ତି ହିନା।

heena khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/afpentertainment

ପ୍ରଥମ ଥର କୌଣସି ଭାରତୀୟ ଟେଲିଭିଜନର ଅଭିନେତ୍ରୀ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି । ତେବେ ହିନାଙ୍କ ଡେବ୍ୟୁ ସହ ସେ କଣ ପିନ୍ଦିବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ହିନା ମେ 15 ଅର୍ଥାତ ଗତକାଲି ରେଡ କାର୍ପେଟରେ ଏଣ୍ଟ୍ରି ମାରିଥିଲେ ଲଙ୍ଗ ବ୍ୟାକଲେସ ଗାଉନରେ ।

ଜିୟାଦ ନକଡ୍ଡଙ୍କ ଡିଜାଇନର ଡ୍ରେସରେ କାଫି ବୋଲ୍ଟ ଲାଗୁଥିଲେ ହିନା । ସିମ୍ପଲ ମେକଅପ ସହ ବନ୍ ହେୟାର ଏଲିଗାଣ୍ଟ ଲୁକ ଦେଇଥିଲା ହିନାଙ୍କୁ । ହିନା କାର୍ପେଟରେ ଚାଲିବା ସହ 72ତମ କାନ୍ସ ଫେଷ୍ଟର ସ୍ପିକର ମଧ୍ୟ ।

ତେବେ କିଛି ଦିନ ପୂର୍ବରୁ ହିଁ ହିନା ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ କସୌଟି ଜିନ୍ଦେଗୀରୁ ଅଲବିଦା ନେଇଥିଲେ । କାନ୍ସରେ ଯୋଗ ଦେବା ପୂର୍ବରୁ ହିନାଙ୍କ ଏୟାରପୋର୍ଟ ଲୁକ ମଧ୍ୟ ବେଶ ପପୁଲାର ହେଇଥିଲା ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.