ETV Bharat / sitara

କୋରୋନା କବଳରେ ବିଗବସ୍ ଫେମ ଅର୍ଶୀ ଖାନ - arshi-khan-tested-positive-for-covid-19

ଏବେ କୋରୋନା ଆକ୍ରାନ୍ତ ହେଲେ ବିଗବସ୍ ଫେମ ଅର୍ଶୀ ଖାନ । ଅର୍ଶୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଅଧିକ ପଢନ୍ତୁ...

bigg-boss-fame-arshi-khan-tested-positive-for-covid-19-in-airport-report
କୋରୋନା କବଳରେ ବିଗବସ୍ ଫେମ ଅର୍ଶୀ ଖାନ
author img

By

Published : Apr 21, 2021, 10:44 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ତାରକା ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଏସବୁ ମଧ୍ୟରେ ଏବେ କୋରୋନା ଆକ୍ରାନ୍ତ ହେଲେ ବିଗବସ୍ ଫେମ ଅର୍ଶୀ ଖାନ ।

ଅର୍ଶୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

ଏୟାରପୋର୍ଟର ଯାଞ୍ଚରୁ ଆର୍ଶୀଙ୍କ କୋଭିଡ -19 ପଜିଟିଭ ବୋଲି ଜଣାପଡିଛି ।

ଇନଷ୍ଟାଗ୍ରାମରେ ପୋଷ୍ଟରେ ଅର୍ଶୀ ଲେଖିଛନ୍ତି, ମୋର କୋଭିଡ-19 ଟେଷ୍ଟ ପଜିଟିଭ୍ ଆସିଛି । ମୁଁ ଏବେ ହୋମ କ୍ବାରେଣ୍ଟାଇନରେ ଅଛି। ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ମଧ୍ୟ ସେମାନଙ୍କର କୋରୋନା ଟେଷ୍ଟ କରିବା ଉଚିତ୍ । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।

ଅର୍ଶୀଙ୍କ ଏହି ପୋଷ୍ଟରେ, ତାଙ୍କର ବନ୍ଧୁ ଏବଂ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.