ETV Bharat / sitara

ବିଗ୍ ବସ୍ 14: ପାରସଙ୍କଠୁ ପ୍ରତିଶୋଧ ନେଉଛନ୍ତି ପବିତ୍ରା !

ପାରସ୍ ଛାବ୍ରା ବିଗ୍ ବସ୍ 13 ର ଏକ ଅଂଶ ହେବା ପରେ, ବର୍ତ୍ତମାନ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ପବିତ୍ରା ପୁନିଆ ମଧ୍ୟ ବିଗ୍ ବସ୍ 14 ର ଏକ ଅଂଶ ହୋଇଛନ୍ତି । ଯେଉଁଠାରେ ପବିତ୍ରା ତାଙ୍କର ଏକ୍ସ ବୟଫ୍ରେଣ୍ତଙ୍କ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 6, 2020, 4:43 PM IST

bigg boss 14 pavitra punia slams ex beau and bb 13 star paras chhabra
ବିଗ୍ ବସ୍ 14: ପାରସଙ୍କ ଚର୍ଚ୍ଚା କଲେ ପବିତ୍ରା

ମୁମ୍ବାଇ: କଣ୍ଟ୍ରୋଭର୍ସି ରିଆଲିଟି ସୋ 'ବିଗ୍ ବସ୍' 14 ତମ ସିଜିନର ପ୍ରତିଯୋଗୀ ପବିତ୍ରା ପୁନିଆ 'ବିଗ୍ ବସ୍ 13'ରେ ଥିବା ତାଙ୍କ ଏକ୍ସ ବୟଫ୍ରେଣ୍ତ ପାରସ ଛାବ୍ରାଙ୍କ ବିଷୟରେ ଆଲୋଚନା କରିଛନ୍ତି ।

ବିଗ୍ ବସ୍ ଘରେ ରହିବା ସମୟରେ ପାରସ ଅନେକ ଥର ପବିତ୍ରାଙ୍କ ବିଷୟରେ ଅନେକ କଥା କହିଥିଲେ । ବର୍ତ୍ତମାନ ଯେହେତୁ ପବିତ୍ରା ମଧ୍ୟ ବିଗ୍ ବସ୍ 14 ର ଏକ ଅଂଶ ହୋଇଛନ୍ତି, ସେ ପାରସଙ୍କ ପ୍ରତିକ୍ରିୟାରେ ପ୍ରତିଶୋଧ ନେବେ କି ?

ଏଥିପାଇଁ ପବିତ୍ରା କହିଛନ୍ତି, 'ବିଗ୍ ବସ୍ 13' ସିଜିନରେ ମୁଁ ସବୁ କଥା ଶୁଣିବାବେଳେ କିଛି କହି ନ ଥିଲି । ଯେତେବେଳେ ସେ ଘରେ ରହିବା ସମୟରେ ଏପରି କଥା କହିଥିଲେ, ସେତେବେଳେ ମଧ୍ୟ ମୁଁ କୌଣସି ଉତ୍ତର ଦେଇ ନଥିଲି । ବର୍ତ୍ତମାନ ତଥାପି ମୁଁ କିଛି କହିବି ନାହିଁ । ଯାହା ପାଇଁ ମୁଁ ଏତେ କିଛି କରିଥିଲି, ସେ ଯଦି କିଛି ବୁଝିପାରିଲା ନାହିଁ, ତେବେ ଏପରି ବ୍ୟକ୍ତିଙ୍କ ପାଇଁ ମୁଁ କଣ ମନ୍ତବ୍ୟ ଦେବି ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.