ETV Bharat / sitara

ବଧୁ ବେଶରେ ଗୌହର, ସାମ୍ନାକୁ ଆସିଲା ଫାଷ୍ଟ ଫଟୋ - actress-gauhar-khan-zaid-darbar-nikah

ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଗୌହର ଖାନ ଓ କୋରିଓଗ୍ରାଫର ଜୈଦ ଦରବାର । ବର୍ତ୍ତମାନ ଭଉୟଙ୍କ କନ୍ୟା ଏବଂ ବରଙ୍କ ଫାଷ୍ଟ ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

actress-gauhar-khan-zaid-darbar-nikah-ceremony-photos-bridal-look
ବଧୁ ବେଶରେ ଗୌହର, ସାମ୍ନାକୁ ଆସିଲା ଫାଷ୍ଟ ଫଟୋ
author img

By

Published : Dec 25, 2020, 6:27 PM IST

ନୂଆଦିଲ୍ଲୀ: 2020କୁ ସର୍ବଦା ମନେ ରଖିବା ପାଇଁ ନୂଆ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଗୌହର ଖାନ ଓ କୋରିଓଗ୍ରାଫର ଜୈଦ ଦରବାର । ଏବେ ଦୁଇଜଣଙ୍କ ପରିବାରରେ ଖୁସିର ଲହରୀ ।

ବିଗ୍ ବସ୍ 7 ର ବିଜେତା ଗୌହର ଏବଂ ଜୈଦଙ୍କ ପ୍ରି ଓ୍ବେଡିଙ୍ଗର ପଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ଭଉୟଙ୍କ କନ୍ୟା ଏବଂ ବରଙ୍କ ଫାଷ୍ଟ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଗୌହର ଏବଂ ଜୈଦ 25 ଡିସେମ୍ବର ଆଜି (ଶୁକ୍ରବାର) ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କ ନୂଆ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।

ଦୁହେଁ ନିଜ ବିବାହ ପାଇଁ ଚମତ୍କାର ଗୋଲଡେନ ଏବଂ କ୍ରିମ ରଙ୍ଗର ପୋଷାକ ପିନ୍ଧିଥିଲେ ।

ଗୌହର ମୁଣ୍ଡରେ ଏକ ଦୁପଟା ସହିତ କ୍ରିମ ରଙ୍ଗର ଶାଢୀ ବ୍ରାଇଡାଲ୍ ଲୁକ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ପ୍ରକାଶ ଥାଉ ଯେ, ଗୌହର ଏବଂ ଜୈଦ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଜୈଦ ଗୌହରଙ୍କ ଠାରୁ 12 ବର୍ଷ ସାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.