ETV Bharat / sitara

ବିଗ ବସ 13; ହାଉସରୁ କିଏ ହେବେ ଏଲିମିନେଟ ?

author img

By

Published : Nov 16, 2019, 7:25 PM IST

ଚର୍ଚ୍ଚାରେ ଛୋଟ ପରଦାର ପପୁଲାର ଶୋ ବିଗ ବସ 13 । ଏଥର ୱିକେଣ୍ଡ ୱାରରେ ବାହାରିବାକୁ ଯାଉଛନ୍ତି ଫେମସ ପ୍ରତିଯୋଗୀ ଅରହାନ ଖାନ । ସୋସିଆଲ ମିଡିଆରେ ସୂଚନା ଦେଇଛି ବିଗ ବସ ଫ୍ୟାନକ୍ଲବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଗ ବସ ଫ୍ୟାନକ୍ଲବ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ ବିଗ ବସ ସିଜନ 13 ରେ ଅନେକ ଡ୍ରାମା ଦେଖିବାକୁ ମିଳୁଛି । ପ୍ରତିଯୋଗୀଙ୍କ ପରସ୍ପର ସହ ଝଗଡା ବିଗ ବସ ସିଜନ 13ର ଟିଆରପି ଖୁବ୍ ବଢାଇ ଦେଇଛି । ଇତି ମଧ୍ୟରେ ବିଗ ବସ ହାଉସରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ଜୋର ଧରିଛି ଯେ, ଶନିବାର ଏଲିମିନେଶନ ରାଉଣ୍ଡରେ ଫେମସ ପ୍ରତିଯୋଗୀ ଅରହାନ ଖାନକୁ ବାହାର କରାଯାଇପାରେ । ସଲମାନ ତାଙ୍କୁ ଏହି ସପ୍ତାହରେ ବିଗ ବସ ହାଉସରୁ ଆଉଟ କରିବାକୁ ଯାଉଛନ୍ତି ।

photo

ଏହାର ସୂଚନା ବିଗ ବସ ଖବରୀ ନାମକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଦିଆଯାଇଛି । ଏହାସହ କୁହାଯାଇଛି ଯେ, ବିଗ ବସ ଘରୁ ଗୋଟିଏ ସପ୍ତାହରେ କେବଳ ଜଣେ ପ୍ରତିଯୋଗୀ ଏଲିମିନେଟ ହେବେ ।

ଚର୍ଚ୍ଚା ଅନୁଯାୟୀ ସଲମାନ ଏଥର ଦୁଇ ପପୁଲାର ପ୍ରତିଯୋଗୀଙ୍କ ନାମ ବିଗ ବସ ହାଉସରୁ ବାହାର କରିବା ପାଇଁ ନେଇପାରନ୍ତି । ଏହି କ୍ରମରେ ସାମିଲ ଅଛି ଅରହାନ ଓ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପ୍ରତିଯୋଗୀ ହିମାଂଶୀ ଖୁରାନା । କିନ୍ତୁ ସବୁଠାରୁ ଅଧିକା ଚର୍ଚ୍ଚା ଅରହାନଙ୍କ ବାହାରିବା ଉପରେ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.