ETV Bharat / sitara

‘ମୁଁ ମୋ ଅଭିନୟରେ କୌଣସି ପ୍ରଗତି ଦେଖୁନାହିଁ’ - ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ

ରିଲିଜ ହୋଇଯାଇଛି ଥଲାଇବା ରଜନୀକାନ୍ତଙ୍କ ‘ଦରବାର’ ଫିଲ୍ମର ଦମଦାର ଟ୍ରେଲର। ଏହି ଅବସରରେ ନିଜ ଅଭିନୟକୁ ନେଇ ବଡ ଖୁଲାସ କରିଛନ୍ତି ରଜନୀକାନ୍ତ। ଯାହା ଶୁଣି ଆଶ୍ଚଯ୍ୟ ଦର୍ଶକେ।

rajinikanth
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ
author img

By

Published : Dec 18, 2019, 7:19 PM IST

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ କହିବା ଅନୁଯାୟୀ ତାଙ୍କୁ ନିଜ ଅଭିନୟରେ କିଛି ପ୍ରଗତି ଦେଖାଯାଉନାହିଁ । ଆଉ କହିଛନ୍ତି ଯେ ଆପଣ ଯେତେ ଅଧିକ କାମ କରିବେ, ସେତିକି ଅଧିକ ଆତ୍ମବିଶ୍ବାସ ଆପଣଙ୍କୁ ମିଳିଥାଏ । ନିଜର ଚର୍ଚ୍ଚିତ ଫିଲ୍ମ ‘ଦରବାର’ଟ୍ରେଲର ଲଞ୍ଚ ଅବସରରେ ଏପରି କିଛି କହିଥିଲେ ରଜନୀକାନ୍ତ ।

ତାଙ୍କୁ ତାଙ୍କ ଅଭିନୟରେ କୌଣସି ପ୍ରଗତି ଦେଖାଯାଉନାହିଁ । କ୍ୟାରିୟର ଆରମ୍ଭରେ ସମସ୍ତେ ଟିକେ ଲାଜକୁଳା ଏବଂ ନର୍ଭସ ଥାଆନ୍ତି । କିନ୍ତୁ ଯେମିତି ଯେମିତ ଆପଣ ଅଧିକ କାମ କରିଚାଲନ୍ତି, ସେମିତି ଆପଣ ନିଜ ଭିତରେ ଅଧିକ ଆତ୍ମବିଶ୍ବାସ ବୃଦ୍ଧି କରାଇଥାଆନ୍ତି। ତାଙ୍କର କହିବା ଅନୁଯାୟୀ ଅଭିନୟ ମୁଖ୍ୟତଃ ଜଣେ କଳାକାରଙ୍କ ଠାରୁ କଳା କିପରି ଟାଣି ବାହାର କରିଥାଏ, ତାହା କେବେଳ ଦକ୍ଷତା ଉପରେ ନିର୍ଭର କରିଥାଏ ବୋଲି କହିଥିଲେ ରଜନୀକାନ୍ତ।

ପ୍ରକାଶ ଥାଉକି ଟ୍ରେଲର ଲଞ୍ଚିଂ ଇଭେଣ୍ଟରେ ତାଙ୍କ କୋଷ୍ଟାର ସୁନୀଲ ସେଟ୍ଟୀ ଓ ପ୍ରୀତକ ବବ୍ବର ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବାକୁ ଯାଉଛି।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.