ETV Bharat / sitara

ସେହନାଜଙ୍କୁ ନେଇ ସିଦ୍ଧାର୍ଥଙ୍କ ବଡ ଖୁଲାସା, ଆଶ୍ଚର୍ଯ୍ୟ ଫ୍ୟାନ୍ସ

author img

By

Published : Jan 20, 2020, 7:25 PM IST

‘ଲଭ ଆଜକଲ’କୁ ନେଇ ଚର୍ଚ୍ଚାରେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ । ଫିଲ୍ମ ପ୍ରମୋଶନରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି ଏହି ଯୋଡି । ବିଗ ବସ ହାଉସରେ କଲେ ଫିଲ୍ମ ପ୍ରମୋଶନ ।

siddharth shukla
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ମୁମ୍ବାଇ: ପପୁଲାର ରିୟାଲିଟି ଶୋ ବିଗ ବସ 13ର ଫେମସ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଓ ସେହନାଜ ଗିଲଙ୍କ ଯୋଡି ଦର୍ଶକଙ୍କ ଫେଭରେଟ ଯୋଡି ସାଜିଛି । ଦୁଇଜଣଙ୍କ କ୍ୟୁଟ ନୋକ-ଝୋକ ଓ ମସ୍ତିମଜାକ ଦର୍ଶକଙ୍କ ଖୁବ୍ ପସନ୍ଦ ଆସୁଛି । ଇତିମଧ୍ୟ ସିଦ୍ଧାର୍ଥ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହନାଜ ମଧ୍ୟ ସିଦ୍ଧାର୍ଥଙ୍କ କଥାରେ ଆଶ୍ଚର୍ଯ୍ୟ ।

ଗତ ‘ୱିକେଣ୍ଡ କା ୱାର’ ଏପିସୋଡରେ ସିଦ୍ଧାର୍ଥ କହିଥିଲେ ଯେ ସେହନାଜ ବାରମ୍ବାର ଫ୍ଲିପ କରୁଛନ୍ତି । ଯଦି ସେ ଏମିତି କରିବେ ତେବେ ସେ ତାଙ୍କୁ ବିଗ ବସ ହାଉସ ବାହାରେ ଦେଖା କରିବେ ନାହିଁ । ଏହି ଏପିସୋଡରେ ନିଜ ଫିଲ୍ମ ପ୍ରମୋଶନ କରିବାକୁ ଅତିଥି ରୂପେ ପହଞ୍ଚିଥିଲେ କ୍ୟୁଟ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ ।

ସିଦ୍ଧାର୍ଥଙ୍କ ଏଭଳି କଥା ଶୁଣି କାର୍ତ୍ତିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କଣ ସେହନାଜଙ୍କୁ ନେଇ ପୋଜେସିଭ ଫିଲ କରୁଛ । ଏହାର ଜବାବରେ ସିଦ୍ଧାର୍ଥ କହିଥିଲେ ହଁ ସେ ସେହନାଜଙ୍କୁ ନେଇ ପୋଜେସିଭ ଅନୁଭବ କରୁଛନ୍ତି । ଅନ୍ୟପଟେ ସାରା, ସେହନାଜଙ୍କୁ କହିଥିଲେ ଯେ ତୁମେ ସବୁବେଳେ ଏହା ଚାହୁଁଥିଲ ଯେ ସିଦ୍ଧାର୍ଥ ଆପଣଙ୍କ ପାଇଁ ପୋଜେସିଭ ଫିଲ କରନ୍ତୁ । ହେଲେ ସେହନାଜ ଏଥରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

କାର୍ତ୍ତିକ ଓ ସାରାର ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’ର ପ୍ରମୋଶନ କରିବାକୁ ବିଗ ବସ ହାଉସରେ ପହଞ୍ଚିଥିଲେ । ଆଉ ଏଠାରେ ପ୍ରତିଯୋଗୀଙ୍କ ସହ ଖୁବ ମଜାମସ୍ତି କରିଥିବାର ନଜର ଆସିଥିଲେ । ଶୋର ଲଭବାର୍ଡଙ୍କ କପି କରୁଥିବାର ମଧ୍ୟ ଦେଖାଯାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.