ETV Bharat / sitara

‘ନଚ ବଲିଏ 9’ଜଜଙ୍କୁ ବଡ ଝଟକା, ଶୋ ଛାଡିବେ ଏହି ଯୋଡି

author img

By

Published : Oct 17, 2019, 11:46 AM IST

ଡାନ୍ସ ରିୟାଲିଟି ଶୋ ନଚ ବଲିଏ ସିଜନ 9 ଆରମ୍ଭ ହେବା ଦିନ ଠାରୁ ଚର୍ଚ୍ଚାରେ । କିଛି ଦିନ ପୂର୍ବେ ଶୋ'କୁ ବୟକଟ କରିଥିଲେ କିଛି କୋରିଓଗ୍ରାଫର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା

ମୁମ୍ବାଇ: ଛୋଟ ପରଦାର ପପୁଲାର ଡାନ୍ସ ରିୟାଲିଟି ଶୋ ନଚ ବଲିଏ ସିଜନ 9ର ଫିନାଲେ ରେସ ଆରମ୍ଭ ହୋଇଯାଇଛି । ଶୋ କ୍ବାଟର ଫାଇନାଲରେ ପହଞ୍ଚିସାରିଲାଣି । ଶୋ'ର ପ୍ରତିଯୋଗୀ ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ ନଚ ବଲିଏ 9ର ଦମଦାର ପ୍ରତିଯୋଗୀ । କିନ୍ତୁ ଇତିମଧ୍ୟରେ ଏହି ଖବର ଜୋର ଧରିଛି ଯେ ଏହି ଯୋଡି ଶୋ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା

ଆଗାମୀ ଏପିସୋଡରେ ଦେଖିବାକୁ ମିଳିବ ଯେ ପ୍ରିନ୍ସ ଓ ୟୁବିକାଙ୍କ ଏହି ନିଷ୍ପତ୍ତି ଜଜ ଏବଂ ଦର୍ଶକଙ୍କୁ କିପରି ଚିନ୍ତାରେ ପକାଇ ଦେବ । ଏହି ଅପକମିଂ ଏପିସୋଡର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି । ଅନ୍ତିମ ପର୍ଯ୍ୟୟରେ ପହଞ୍ଚି ପ୍ରିନ୍ସ ଶୋ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ସବୁଠାରୁ ଆଶ୍ଚର୍ଯ୍ୟକର କଥା । ଏହି ପ୍ରୋମୋ ଭିଡିଓରେ ଶୋ ଛାଡିବାକୁ କହୁଥିବାର ନଜର ଆସୁଛନ୍ତି ପ୍ରିନ୍ସ । ଆଗକୁ ଶୋରେ ରହିପାରିବେ ନାହିଁ ବୋଲି କହି ଇମୋଶନାଲ ମଧ୍ୟ ହୋଇଯାଇଥିଲେ ପ୍ରିନ୍ସ ।

ପ୍ରିନ୍ସଙ୍କ ଏପରି ନିଷ୍ପତ୍ତିରେ ସେଠାରେ ଉପସ୍ଥିତ ଥିବା ଜଜ ରବୀନା ଟଣ୍ଡନ ଓ ଅହମ୍ମଦ ଖାନଙ୍କୁ ବଡ ଝଟକା ଲାଗିଥିଲା । ଶୋ ଆରମ୍ଭରୁ ପ୍ରିନ୍ସ ଓ ୟୁବିକା ଜଜଙ୍କ ସହ ଦର୍ଶକଙ୍କ ମଧ୍ୟ ଫେଭରେଟ ଯୋଡି ରହିଆସୁଛନ୍ତି । ଆଉ ଏମିତିରେ ଏହି ଯୋଡି ଶୋ ଛାଡିବା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପୁରା କଥା ଜାଣିବାକୁ ଏପିସୋଡ ଅନଏୟାର ହେବାକୁ ଅପେକ୍ଷା କରିବାକୁ ପଡିବ ଦର୍ଶକଙ୍କୁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.