ETV Bharat / sitara

ସ୍ମାର୍ଟ ସିଟିରେ ସ୍ବଳ୍ପ ମତଦାନ: ଚିନ୍ତାପ୍ରକଟ କଲେ ସବ୍ୟସାଚୀ - bhubaneswar

ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଭୋଟ ଦେବାକୁ ପହଞ୍ଚିଥିଲେ ଓଲିଉଡର ଚକଲେଟ ଅଭିନେତା ସବ୍ୟସାଚୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 23, 2019, 10:07 PM IST

Updated : Apr 24, 2019, 10:43 AM IST

ଭୂବନେଶ୍ବର: ରାଜ୍ୟରେ 6ଟି ଲୋକସଭା ଏବଂ ଏହା ଅଧିନସ୍ଥ 42 ବିଧାନସଭା ପାଇଁ ହୋଇଯାଇଛି ଭୋଟ ଗ୍ରହଣ । ଯାହା ମଧ୍ୟରେ ରହିଛି ଭୁବନେଶ୍ବର । ମତଦାନ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଥିଲା ଖୁବ୍ ଉତ୍ସାହ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ନିର୍ବାଚନରୁ ବାଦ ପଡିନାହାଁନ୍ତି ଓଲିଉଡ ଷ୍ଟାର୍ସ । ଭୋଟ ଦେବାକୁ ଭିନ୍ନ ଭିନ୍ନ ବୁଥରେ ପହଞ୍ଚିଯାଇଥିଲେ ଷ୍ଟାର୍ସ । ନିଜର ବ୍ୟସ୍ତ ବହୁଳ ଜୀବନ ଭିତରୁ ନିର୍ବାଚନ ପର୍ବରେ ସାମିଲ ହୋଇଛନ୍ତି ଅନେକ ଓଲିଉଡର ଅଭିନେତା ଓ ଅଭିନେତ୍ରୀ ।

ଅଭିନେତାଙ୍କ ମଧ୍ୟରେ ଚକଲେଟ ହିରୋ ସବ୍ୟସାଚୀ ବୁଥ ବନ୍ଦ ହେବା ସମୟରେ ପହଞ୍ଚି ନିଜର ମତଦାନ ଦୋଇଥିଲେ । ଏହାସହ ସେ ସବୁ ଭୋଟରକୁ କହିଛନ୍ତି ଯେ ଭୋଟ ସମସ୍ତଙ୍କୁ ଦେବା କଥା ଆଉ ଆମ ସ୍ମାର୍ଟ ସିଟିରେ ନିର୍ବାଚନୀ ପ୍ରତିଶତ କମୁଛି ଯାହା କି ସବୁଠାରୁ ବଡ଼ ଦୁଃଖର କଥା । ତେଣୁ ସମସ୍ତେ ନିଜ ନିଜ କାମରୁ ସମୟ ବାହାର କରି ଭୋଟ ଦିଅନ୍ତୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
Last Updated : Apr 24, 2019, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.