ETV Bharat / sitara

ଆର୍ମି ଡେ’ରେ ଆସିବ ଜେନିଫରଙ୍କ ଆକ୍ସନ ଡ୍ରାମା, ଦେଖନ୍ତୁ ଟ୍ରେଲର

author img

By

Published : Jan 7, 2020, 9:15 PM IST

ଟିଭି ପରେ ଏବେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି ସୁନ୍ଦରୀ ଜେନିଫର ୱିଙ୍ଗେଟ । ଅଲ୍ଟ ବାଲାର ଫେମସ ୱେବ ସିରିଜ ‘କୋଡ ଏମ’ରେ ଆସିବେ ନଜର । ରିଲିଜ ହୋଇଯାଇଛି ଏହାର ଆକ୍ସନଭାର ଟ୍ରେଲର ।

code m trailer
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜେନିଫର ୱିଙ୍ଗେଟ

ମୁମ୍ବାଇ: ଟିଭି ପରଦାରେ ରାଜ୍ କରିବା ପରେ ଏବେ ଛୋଟ ପରଦାର ରାଗି ମାୟା ତଥା ଜେନିଫର ୱିଙ୍ଗେଟ ଆଉ ଏକ ଚ୍ୟାଲେଞ୍ଜଭରା ରୋଲ ନେଇ ଡିଜିଟାଲ ପ୍ଲାଟଫର୍ମରେ ନଜର ଆସିବେ । ସେ ଖୁବଶୀଘ୍ର ଅଲ୍ଟ ବାଲାଜି ଓ ଜି 5ର ଫେମସ ୱେବ ସିରିଜ ‘କୋଡ ଏମ’ରେ ଅଭିନୟ କରୁଥିବାର ଦେଖାଯିବେ । ଏହି ଦୁଇ ott ପ୍ଲାଟଫର୍ମ୍ସ ଏହି ସିରିଜର ଦମଦାର ଟ୍ରେଲର ରିଲିଜ କରିଦେଇଛି । ଟ୍ରେଲର ଦେଖିସାରିବା ପରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି ପୁରା ସିରିଜ ଦେଖିବାକୁ ।

  • " class="align-text-top noRightClick twitterSection" data="">

ଜେନିଫର କୋଡ ଏମରେ ମେଜର ମୋନିକା ମେହରାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମୋନିକା ଜଣେ ମିଲିଟ୍ରି ଲାୟର । ଯାହାଙ୍କ ଦ୍ବାୟିତ୍ବ କେସର ସତକୁ ବାହାରକୁ ଆଣିବା । ଏହି ସିରିଜ ଜରିଆରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି ଜେନିଫର ।

‘କୋଡ ଏମ’ ଟ୍ରେଲରେ ଜବରଦସ୍ତ ଆକ୍ସନ ସିନ୍ସ ଓ ଇଣ୍ଟେନ୍ସ ଡାୟଲଗ ଡେଲିଭରି ଦେଖିବାକୁ ମିଳୁଛି । ଆସନ୍ତା 15 ତାରିଖରେ ରିଲିଜ ହେବ ସିରିଜ । ଏଥିରେ ଜେନିଫରଙ୍କ ବ୍ୟତୀତ ରଜତ କପୁର କର୍ନଲ ସୂର୍ଯ୍ୟବୀର ଚୌହାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସୂର୍ଯ୍ୟବରୀ ଜଣେ ଏମିତି ବ୍ୟକ୍ତି ଯିଏ ଆର୍ମି ବେସର କମାଣ୍ଡେଣ୍ଟ କରିବା ସହ ମୋନିକାଙ୍କ ଭଲ ବନ୍ଧୁ ମଧ୍ୟ ଥିବେ। ସିରିଜରେ ତନୁଜ ଭିରୱାନୀ ମଧ୍ୟ ନଜର ଆସିବେ । ଯିଏ ଅଙ୍ଗଦ ସନ୍ଧୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.