ETV Bharat / sitara

Mrs World 2022: ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଆୱାର୍ଡ ଜିତିଲେ Navdeep Kaur

author img

By

Published : Jan 16, 2022, 9:46 PM IST

ଆମେରିକୀୟ ମହିଳା ହେଲେ ମିସେସ ୱାର୍ଲର୍ଡ ୨୦୨୨ । ଭାରତର ନବଦୀପ କୌର ଜିତିଲେ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଆୱାର୍ଡ । ଅଧିକ ପଢନ୍ତୁ

Mrs World 2022: ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଆୱାର୍ଡ ଜିତିଲେ Navdeep Kaur

ହାଇଦ୍ରାବାଦ: ମିସେସ୍‌ ଆମେରିକାନ୍‌ ସୈଲିନ୍‌ ଫୋର୍ଡ(Shaylyn Ford) ପିନ୍ଧିଛନ୍ତି ମିସେସ ୱାର୍ଲର୍ଡ ୨୦୨୨(Mrs World 2022)ର ମୁକୁଟ । ଗତ ଜାନୁଆରୀ ୧୫ ତାରିଖରେ ଆମେରିକାର Las Vegasର ନେଭାଡାରେ ଆୟୋଜିତ ପ୍ରତିଯୋଗିତାରେ ସେ ବିଜୟିନୀ ହୋଇଛନ୍ତି । ସେପଟେ ଆମ ଦେଶ ଭାରତର ନବଦୀପ କୌର କଷ୍ଟ୍ୟୁମ ରାଉଣ୍ଡରେ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଆୱାର୍ଡ(Best National Costume award)ର ଟାଇଟଲ ଜିତିଛନ୍ତି ।

ମିସେସ ୱାର୍ଲ୍ଡ 2022ର ବିଜେତା ଘୋଷିତ ହୋଇଥିବା ମିସେସ ଆମେରିକୀୟ ସୈଲିନ୍ ଫୋର୍ଡଙ୍କୁ ସମ୍ମାନଜନକ ଟାଇଟଲ୍ ଦିଆଯାଇଛି । 37 ବର୍ଷୀୟ ବିଜେତା ସୈଲିନ୍ ଏହି ଅନ୍ତର୍ଜାତୀୟ ଟାଇଟଲ୍ ପାଇଁ 57ଟି ସୁନ୍ଦରୀ ଏବଂ ଦକ୍ଷ ମହିଳାଙ୍କୁ ପଛରେ ପକାଇ ଏହି ଟାଇଟଲ୍‌ ଜିତିବାରେ ସକ୍ଷମ ହୋଇପାରିଛନ୍ତି । ଏହାର ସେକେଣ୍ଟ ରନର୍ସ-ଅପ୍‌ ହୋଇଛନ୍ତି UAEର ଦେବାଞ୍ଜଳି କାମସ୍ତ୍ର । ସେପଟେ ଫ୍ଲୋରିଡ଼ାର ମିସେସ ଜୋରଦାନ ଜ୍ୟାକଲିନ୍‌ ଫାଷ୍ଟ ରନର୍ସ-ଅପ୍‌ ହୋଇଛନ୍ତି ।

ଏହା ବି ପଢନ୍ତୁ: Lata Mangeshkar Health Update: ସୁସ୍ଥ ଅଛନ୍ତି ସୁର ସାମ୍ରାଜ୍ଞୀ, ନିରାମୟ ଜୀବନ କାମନା ନେଇ ଡାକ୍ତରଙ୍କ ଅପିଲ୍

ଭାରତର ନବଦୀପ କୌର ସର୍ବଶ୍ରେଷ୍ଠ କଷ୍ଟ୍ୟୁମ ଟାଇଟଲ ଜିତିଛନ୍ତି । ଏହି ଟାଇଟଲ ସର୍ବଶ୍ରେଷ୍ଠ ୧୫ଟି ବ୍ୟୁଟି ପିଜାଣ୍ଟ ମଧ୍ୟରେ ଗୋଟିଏ ହୋଇଥାଏ । ନବଦୀପ ପିନ୍ଧିଥିବା କୁନ୍ଦଳିନି ଚକ୍ର(Kundalini chakra) ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ବିବାହିତ ମହିଳାଙ୍କୁ ଟ୍ୟାଲେଣ୍ଟ ଓ ସମ୍ମାନ ଜଣାଇବା ପାଇଁ ଏହି ପ୍ରତିଯୋଗିତା ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.