ETV Bharat / sitara

ମିଳିଲା ପାଇକ ବିଦ୍ରୋହକୁ ସମ୍ମାନ, ହଟିଲା ଫିଲ୍ମ ‘ସାଏରା ନରସିହ୍ମା’ରୁ ଭୁଲ ତଥ୍ୟ - ହଟିଲା ଫିଲ୍ମ ସାଏରା ନରସିହ୍ମାରୁ ଭୁଲ ତଥ୍ୟ

ଓଡିଶାର ପାଇକ ବିଦ୍ରୋହକୁ ସମ୍ମାନ ମିଳିଛି । ଇଂରେଜଙ୍କ ବିରୋଧରେ ପ୍ରଥମ ଯୁଦ୍ଧକୁ ସଠିକ୍ ଦର୍ଶାଉଥିବା ତେଲୁଗୁ ଫିଲ୍ମରୁ ହଟିଛି ଦୃଶ୍ୟ ।

ଡିଜାଇନ ଫଟୋ
author img

By

Published : Oct 1, 2019, 1:47 PM IST

Updated : Oct 1, 2019, 3:44 PM IST

ଭୁବନେଶ୍ବର: ଓଡିଶାର ବିଜୟ । ତେଲୁଗୁ ସିନେମାରୁ ହଟିଲା ଭୁଲ ତଥ୍ୟ । 1846ର ଆନ୍ଧ୍ରପ୍ରଜା ମେଳୀକୁ ପ୍ରଥମ ଇଂରେଜ ବିରୁଦ୍ଧ ଆନ୍ଦୋଳନ ଭାବେ ତେଲୁଗୁ ଫିଲ୍ମ ସାଏରା ନରସିହ୍ମା ରେଡ୍ଡିରେ ଚିତ୍ରଣ କରାଯାଇଥିଲା । ଯାହାକୁ ନେଇ ଓଡିଶାରେ ବିଦ୍ରୋହ ହୋଇଥିଲା କାରଣ 1817 ଖୋର୍ଦ୍ଧାର ପାଇକ ବିଦ୍ରୋହ ପ୍ରଥମ ଇଂରେଜ ବିରୁଦ୍ଧ ଆନ୍ଦୋଳନ ଥିଲା ।

ଭିିଡିଓ ସୌଜନ୍ୟ: ପ୍ରତିିନିଧି, ଭୁବନେଶ୍ବର

ରାଜନେତା ସମେତ ଓଡିଶାବାସୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସର୍ଟିଫିକେଟ(CBFC) ‘ସାଏରା ନରସିଂହା ରେଡ୍ଡି’ର ପ୍ରଯୋଜକଙ୍କୁ ଫିଲ୍ମର କେତୋଟି ଦୃଶ୍ୟ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ବିଦ୍ରୋହ ବୋଲି ଦାବି କରୁଥିବା ଏହି ଫିଲ୍ମର ଦୃଶ୍ୟକୁ ହଟାଯାଇଛି ।

ତେବେ ଫିଲ୍ମଟି ଅକ୍ଟୋବର 2ରେ ଚାରୋଟି ଭାଷାରେ ରିଲିଜ ହେବ । ତେଲୁଗୁ, ହିନ୍ଦି, ତାମିଲ ଓ ମାଲୟଲାମ ଭାଷାରେ ପୁରା ଦେଶରେ ରିଲିଜ କରାଯିବ । ଏଥିରେ ଚିରଞ୍ଜୀବିଙ୍କ ସମେତ ଅମିତାଭ ବଚ୍ଚନ, ନୈନତାରା, ତମ୍ମନା, ବିଜୟ ସେଥୁପତି, କିଚ୍ଚା ସୁଦୀପ ଆଦି ନଜର ଆସିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଇଟିଭି ଭାରତ ର ମହାପ୍ରଭାବ। ସେରା ନର୍ସିମା ରେଡ୍ଡୀ ଫିଲ୍ମ ରୁ ହଟିବ ଡ଼ାଇଲଗ। ସେନ୍ସର ବୋର୍ଡ ରୁ ଆସିଲା ଅଡ଼ର। ନର୍ସିମା ରେଡ୍ଡୀ ଙ୍କ ବିଦ୍ରୋହ କୁ ପ୍ରଥମ ସ୍ଵାଧିନତା ସଂଗ୍ରାମ ବୋଲି ଫିଲ୍ମ ଟ୍ରେଲର ରେ ଦେଖିବା କୁ ମିଳିଥିଲା। ଅନ୍ୟ ପଟେ ଓଡ଼ିଶାର ବିଭିନ୍ନ ମହଲ ରେ ୟାକୁ ବିରେଧ କରବା ସହ ଇଟିଭି ଭାରତ ବାରମ୍ବାର ଦେଖାଇ ବା ପରେ ଏବେ ସେନ୍ସର ବୋର୍ଡ ଏ ହାକୁ ହଟାଇ ବା ପାଇଁ ନିର୍ଦେଶ ଦେଇଛି।

Body:ଇଟିଭି ଭାରତ ର ମହାପ୍ରଭାବ। ସେରା ନର୍ସିମା ରେଡ୍ଡୀ ଫିଲ୍ମ ରୁ ହଟିବ ଡ଼ାଇଲଗ। ସେନ୍ସର ବୋର୍ଡ ରୁ ଆସିଲା ଅଡ଼ର। ନର୍ସିମା ରେଡ୍ଡୀ ଙ୍କ ବିଦ୍ରୋହ କୁ ପ୍ରଥମ ସ୍ଵାଧିନତା ସଂଗ୍ରାମ ବୋଲି ଫିଲ୍ମ ଟ୍ରେଲର ରେ ଦେଖିବା କୁ ମିଳିଥିଲା। ଅନ୍ୟ ପଟେ ଓଡ଼ିଶାର ବିଭିନ୍ନ ମହଲ ରେ ୟାକୁ ବିରେଧ କରବା ସହ ଇଟିଭି ଭାରତ ବାରମ୍ବାର ଦେଖାଇ ବା ପରେ ଏବେ ସେନ୍ସର ବୋର୍ଡ ଏ ହାକୁ ହଟାଇ ବା ପାଇଁ ନିର୍ଦେଶ ଦେଇଛି।

Conclusion:
Last Updated : Oct 1, 2019, 3:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.