ETV Bharat / sitara

ରଜନୀକାନ୍ତଙ୍କୁ ମିଳିଲା ଆଶ୍ବସ୍ତି

author img

By

Published : Jan 29, 2020, 3:25 PM IST

ଆୟକର ବିଭାଗ ଅଭିଯୋଗରୁ ମୁକ୍ତି ପାଇଲେ ସୁପରଷ୍ଟାର ରଜନୀକାନ୍ତ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, 66.21 କୋଟି ଟଙ୍କା ଟ୍ୟାକ୍ସ ଚୋରିର ।

superstar rajinikanth
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଆୟକର ବିଭାଗରୁ ରିହାତି ମିଳିଛି । ଟ୍ୟାକ୍ସ ଚୋରିର ତିନୋଟି ମାମଲାରେ ଆୟକର ବିଭାଗ ତାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା କେସ ଫେରାଇ ନେଇଛି। ଆଇଟି ବିଭାଗ 2014ରେ ରଜନୀକାନ୍ତଙ୍କ ବିରୋଧରେ 66.21 କୋଟି ଟଙ୍କା ଟ୍ୟାକ୍ସ ଚୋରି ମାମଲାରେ ଇନକମ ଟ୍ୟାକ୍ସ ଆପେଲେଟ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲା ।

ଆୟକର ବିଭାଗର ଜଣେ ଅଧିକାରୀ କହିଛନ୍ତି ନିକଟରେ ସେଣ୍ଟ୍ରଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ 1 କୋଟି ଟଙ୍କାରୁ କମ ଟଙ୍କାର ଆଇନ ମାମଲାରେ କେସ ରୁଜୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣ ପାଇଁ ରଜନୀକାନ୍ତଙ୍କ ବିରୋଧରେ ରୁଜୁ ହୋଇଥିବା କେସକୁ ଖାରଜ କରାଯାଇଛି।

ଆୟକର ବିଭାଗର ଓକିଲ ଜଷ୍ଟିସ ବିନୀତ କୋଠାରି ଓ ଆର ସୁରେଶୀ କୁମାରଙ୍କ ଅଧ୍ୟକ୍ଷତା ଟ୍ରିବ୍ୟୁନାଲ ସୂଚିତ କରିଛନ୍ତି ଯେ ରଜନୀକାନ୍ତଙ୍କ ବିରୋଧରେ ଟ୍ୟାକ୍ସ ମାମଲାକୁ ବର୍ତ୍ତମାନ ଫେରାଇ ନିଆଯାଇଛି। ଆୟକର ବିଭାଗ ରଜନୀକାନ୍ତଙ୍କ ବିରୋଧରେ 66.21 କୋଟି ଟଙ୍କା ଚୋରିର କେସ ରୁଜୁ କରିଥିଲା । ବିଭାଗର ଅଭିଯୋଗ ଥିଲା ଯେ ଫେମସ ଫିଲ୍ମ ଅଭିନେତା 2002-03ରେ 61.12 ଲକ୍ଷ, 2003-04ରେ 1.75 କୋଟି ଓ 2004-05ରେ 33.93 କୋଟି ଟଙ୍କା ଟିକସ ଠକେଇ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.