ETV Bharat / sitara

ଅନୁଷ୍ଠିତ ହେଲା ଫିଲ୍ମ ‘ତୁ ଲୈଲା ମୁଁ ମଜନୁ’ର ଶୁଭ ମହୁରତ

ସାମ୍ବାଦିକ ଭବନରେ ଓଡିଆ ଫିଲ୍ମ ‘ତୁ ଲୈଲା ମୁଁ ମଜନୁ’ର ହୋଇଛି ଶୁଭ ମହୁରତ । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ପ୍ରସ୍ତୁତ ଫିଲ୍ମ ।

author img

By

Published : Jun 12, 2019, 11:55 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦେବକୀ ଫିଲ୍ମ ଓ ମାଝୀ ଏଣ୍ଟରଟେନମେଣ୍ଟର ତୃତୀୟ ଅବଦାନ ଫିଲ୍ମ ‘ତୁ ଲୈଲା ମୁ ମଜନୁ’ର ଶୁଭ ମହୁରତ ଭୁବନେଶ୍ବର ସ୍ଥିତ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଫିଲ୍ମଟି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଥିବା ବେଳେ ତୃତୀୟ ଥର ଏକାଠି ହେବେ ଅଭିନେତା ଦେବରାଜ ଓ ଅଭିନେତ୍ରୀ ଚିନ୍ମୟୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଫିଲ୍ମରେ ପ୍ରଥମ ଥର ଛତିଶଗଡ ଅଭିନେତ୍ରୀ ଆନିକ୍ରିତ ନଜର ଆସିବେ । ଆଗରୁ ଦେବରାଜ ଓ ଚିନ୍ମୟୀ ଦୁଇଟି ଫିଲ୍ମ ‘ତୋ ପ୍ରେମରେ ପଡିଲା ପରେ’ ଓ ‘ଚାଲ ଟିକେ ପ୍ରେମ କରିବା’ରେ ଏକାଠି କାମ କରିସାରିଛନ୍ତି । ଦର୍ଶକ ତାଙ୍କ ଯୋଡିକୁ ପସନ୍ଦ ମଧ୍ୟ କରିଛନ୍ତି ।

ଫିଲ୍ମକୁ ନିର୍ଦ୍ଦେଶନା ଦେବେ ଏସ ଦିଲ୍ଲୀପ ପଣ୍ଡା ଓ ପ୍ରଯୋଜନା ଭାର ସମ୍ଭାଳିବେ ଚିନ୍ମୟୀ ପ୍ରିୟଦର୍ଶିନୀ ଓ ରୋହିତ ମାଝୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଓଡ଼ିଆ ଫିଲ୍ମ ତୁ ଲେଲା ମୁ ତେ ମଜନୁ ର ଶୁଭମୁହୂରତ

 ଦେବକୀ ଫିଲ୍ମ ଆଣ୍ଡ ଆଶ୍ସୋସିଏସନ ମାଝୀ ଏଣ୍ଟେରମେଣ୍ଟ
3ୟ ଅବଦାନ ଫିଲ୍ମ ତୁ ଲେଲା ମୁ ମଜନୁ ର ଆଜି ଭୁବନେଶ୍ୱର ସ୍ଥିର ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଡିରେକଟର ଏସ ଦିଲୀପ ପଣ୍ଡା ଓ ପ୍ରାଜେଯକ ଚିନ୍ମୟୀ ପ୍ରିୟଦଶିନୀ ଆଣ୍ଡ ରୋହିତ ମାଝୀ ।
 ,ଯାହା ଜଣାପଡୁଛି  ଫିଲ୍ମ ଟି ଏକ ଟ୍ରିକେଣିଆ ପ୍ରେମ କାହାଣୀ ଉପରେ ଆଧାରିତ କାରଣ ଫିଲ୍ମ ରେ କାରଣ   ଦୁଇଟି ହରେଇନ ସହ ଗୋଟିଏ ହିରେ ଚଳଚ୍ଚିତ୍ର ରେ ନଜର ଆସିବେ। ଆଗରୁ ତିନେଟି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବା ଅଭିନେତା ଦେବରାଜ, ଅଭିନେତ୍ରି ଚିନ୍ମୟୀ ଓ ଛତିଶଗଡ଼ ର ଅଭିନେତ୍ରୀ ଆନିକ୍ରୀତ ନଜର ଆସିବେ। ସବୁ ଠାରୁ ବଡ଼ କଥା ହେଲା ଅଭିନେତା ଦେବରାଜ, ଅଭିନେତ୍ରି ଚିନ୍ମୟୀ ଆଗରୁ ଦୁଇ ଦୁଇଟି ଫିଲ୍ମ ରେ ନଜର ଆସିଥିବା ବେଳେ ଦର୍ଶକ ତାଙ୍କ ଆନ ସ୍କ୍ରିନ କ୍ୟାମେଷ୍ଟ୍ରି କୁ ବହୁତ ପସନ୍ଦ କରିଛନ୍ତି। ତେବେ ଦେଖିବାର ରହିଲା ଏହି ଫିଲ୍ମ ରେ ଦର୍ଶକ ତାଙ୍କୁ କେତେ ପସନ୍ଦ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.