ETV Bharat / sitara

କାନ୍ସ ଫେଷ୍ଟରେ ପ୍ରଦର୍ଶିତ ହେବ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର 'ସ୍ବାହା'

author img

By

Published : May 14, 2019, 1:16 PM IST

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ସ୍ବାହା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡିଆ ନିର୍ଦ୍ଦେଶକ ଶିଶିର ସାହୁ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ସ୍ବାହା । କାନ୍ସ ଫିଲ୍ମ ଫେଷ୍ଟିଭାଲ-2019ରେ ପ୍ରଦର୍ଶିତ ହେବ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ସ୍ବାହା । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଓଡିଆ ଯୁବ ନିର୍ଦ୍ଦେଶକ ଶିଶିର ସାହୁ ।

ତେବେ ଫିଲ୍ମଟି ମେ 23ରେ ପ୍ରଦର୍ଶିତ ହେବ । ଏଥିରେ ଅଭିନୟ କରିଛନ୍ତି ସୁରେଶ ମିଶ୍ର, ଶୁଭସ୍ମିତା ରଥ, ପଲ୍ଲବୀ ବାର୍ବୀ । ଫିଲ୍ମରେ ପ୍ରଯୋଜନା ଦେଇଛନ୍ତି ପ୍ରଦୀପ ସାହୁ । କାହାଣୀ ଲେଖିଛନ୍ତି ସୁରେଶ ମିଶ୍ର ।

25 ମିନିଟର ଫିଲ୍ମର କାହାଣୀରେ ଦୁଇଟି ପୀଢିର କବି ଅଲଗା ବିଚାରକ, ଚିନ୍ତାଧାରା ଥିଲେ ମଧ୍ୟ କିପରି ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି ତାହା ହିଁ ଫିଲ୍ମର କାହାଣୀ । ତେବେ ଗ୍ରେଟ ମାର୍କ ଟ୍ବିନଙ୍କ ଅନୁଯାୟୀ, 'ପୂର୍ଣ୍ଣ ଚାନ୍ଦ ପଛରେ ଲୁଚିଥିବା ଅନ୍ଧକାର ସବୁଦିନ ପାଇଁ ଲୁଚି ରହେନାହିଁ । ସେହିପରି ମଣିଷ ମଧ୍ୟ ଏହାଠାରୁ ଭିନ୍ନ ନୂହେଁ ' । କାହାଣୀରେ ଏହାର ଯଥାର୍ଥତା ବିଷୟରେ ଦେଖାଯାଇଛି ।

ତେବେ 31 ବର୍ଷିୟ ଶିଶିର ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଟେଲିଭିଜନ ସଂସ୍ଥାନରୁ ଶିକ୍ଷା ଲାଭ କରିଛନ୍ତି । ସେ ଆଶୁତୋଷ ଗୱାରିକରଙ୍କ ସହ ଫିଲ୍ମ ମହେଞ୍ଜୋଦାରୋ ରେ ମଧ୍ୟ କାମ କରିଛନ୍ତି । ଏହା ସହ ସେ ଆଉ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କର ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ହେଉଛି 'ରଜ' ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.