ETV Bharat / sitara

ପିଏମ୍‌ ଫଣ୍ଡକୁ ଦାନ ନକରି ଟ୍ରୋଲ ହେଲେ ଶାହରୁଖ, ସମର୍ଥନରେ ଫ୍ୟାନ୍ସ - corona fight

ସାରା ବିଶ୍ବ କୋରୋନା ସହ ଲଢେଇ କରୁଥିବା ବେଳେ ଲୋକଙ୍କ ସହାୟତା ପାଇଁ ପିଏମ କେୟାର୍ସ ଫଣ୍ଡ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଫଣ୍ଡରେ ନେତା ଠୁ ଅଭିନେତା ଏବଂ ନାମୀଦାମୀ ବ୍ୟକ୍ତିବିଶେଷ ସହାୟତାର ହାତ ବଢାଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ବଲିଉଡର କିଙ୍ଗ ଖାନ ଡୋନେଶନ ନଦେଇ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

Shah Rukh Khan trolls without donating to PM Care Fund
ପିଏମ୍‌ କେୟାର୍ସ ଫଣ୍ଡରେ ଦାନ ନଦେଇ ଟ୍ରୋଲ ହେଲେ ଶାହରୁଖ, ସମର୍ଥନରେ ବାହାରିଲେ ଫ୍ୟାନ୍ସ
author img

By

Published : Mar 30, 2020, 7:48 AM IST

ମୁମ୍ବାଇ: କୋରୋନା ଭାଇରସର ଆତଙ୍କ ସାରା ବିଶ୍ବରେ ଜାରି ରହିଛି । ଚୀନର ଉହାନରୁ ଉତ୍ପନ୍ନ ଏହି ଭାଇରସ ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଛି । ଆମେରିକାରେ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ଭାରତରେ ମଧ୍ୟ ଏହାର ସଂଖ୍ୟା ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ମୋଦି କୋରୋନାର ଭୟବହତାକୁ ଦୃଷ୍ଟିରେ ରଖି ଏହାର ପ୍ରତିହତ ପାଇଁ ଏପ୍ରିଲ 14 ପର୍ଯ୍ୟନ୍ତ ସାରା ଭାରତକୁ ଲକଡାଉନ ଘୋଷଣା କରିଛନ୍ତି । ଏହାସହ କୋରୋନା ମୁକାବିଲା ପାଇଁ ପିଏମ୍‌ କେୟାର୍ସ ଫଣ୍ଡ ଆରମ୍ଭ କରିଛନ୍ତି। ଏହି ଫଣ୍ଡରେ ଏକତ୍ରିତ ସମସ୍ତ ଜମାରାଶିକୁ ସେ କୋରୋନା ସହ ମୁକାବିଲା କରିବାରେ ପ୍ରୟୋଗ କରିବେ ।

ବର୍ତ୍ତମାନ ସୁଦ୍ଧା ଏହି ଫଣ୍ଡରେ ଦେଶର ବିଭିନ୍ନ ରାଜ୍ୟ ନିଜର ଯୋଗଦାନ କରିଛନ୍ତି । ଏଥିରେ ଅନେକ ନାମଦାମୀ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ମିଳୁଥିବା ଏହି ଅର୍ଥରାଶିକୁ ସରକାର କ୍ରମାଗତ ଭାବେ ଲୋକଙ୍କ ପାଇଁ ସୁବିଧାରେ ଉପଯୋଗ କରୁଛନ୍ତି । ରତନ ଟାଟା 500 କୋଟି ଅର୍ଥରାଶି ଦେଇଥିବା ବେଳେ ବଲିଉଡର ଖିଲାଡି କୁମାର 25 କୋଟି ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଛି ।

ସେହିପରି ଏହି ପିଏମ୍‌ କେୟାର୍ସ ଫଣ୍ଡରେ ଡୋନେଶନ ଦେଇନଥିବା ବ୍ୟକ୍ତିବିଶେଷ ଲୋକଙ୍କ ଟ୍ରୋଲର ଶିକାର ହୋଇଛନ୍ତି । ଆଉ ଏହି ଟ୍ରୋଲର ତାଲିକାରେ ରହିଛନ୍ତି ବଲିଉଡର କିଙ୍ଗଖାନ ଶାହରୁଖ । ସେପଟେ ଅନେକ ଲୋକ ଶାହରୁଖଙ୍କ ଡୋନେଶନ ନ ଦେବାକୁ ନେଇ ଟ୍ରୋଲ କରିଥିବା ବେଳେ ଅନେକ ଏହାକୁ ସମର୍ଥନ କରିଛନ୍ତି । ଟ୍ବିଟରରେ ତାଙ୍କର କିଛି ପୁରୁଣା ଫଟୋକୁ ସ୍କ୍ରନିସଟ କରି ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ଶାଖରୁଖଙ୍କ ସମର୍ଥକ ସେ ପୂର୍ବରୁ ଦେଶର ହିତରେ ଦେଇଥିବା ଯୋଗଦାନକୁ ଦର୍ଶାଇଛନ୍ତି ।

  • Pic1 :- Donated crores & Helped our soilder family , Defense minister nirmala sitaraman herself thanks him

    Pic 2 :- Kerala floods donated 5cr silently

    Pic 3:- Donated Highest amount in Chennai flood

    Pic 4:- UNESCO awarded him for his charity works#StopNegativityAgainstSRK pic.twitter.com/nwljdq5ZtS

    — AaDIL (@AaDIL_NeHERT) March 29, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.