ETV Bharat / sitara

ରିଲିଜ ହେଲା ଅକ୍ଷୟଙ୍କ ନୂଆ ଗୀତ 'ଅଲି ଅଲି'

ବ୍ଲାଙ୍କ ଫିଲ୍ମର ନୂଆ ଗୀତ 'ଅଲି ଅଲି' ଆଜି ରିଲିଜ ହୋଇଛି । ଏଥିରେ ଖିଲାଡି କୁମାରଙ୍କୁ କେମିଓ ରୋଲରେ ଦେଖିବାକୁ ମିଳିବ । ଗୀତକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ଅକ୍ଷୟ ।

author img

By

Published : Apr 25, 2019, 2:42 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: 'ବ୍ଲାଙ୍କ' ଫିଲ୍ମର ନୂଆ ଗୀତ 'ଅଲି ଅଲି' ଆଜି ରିଲିଜ ହୋଇଛି । ଏଥିରେ ଅକ୍ଷୟ କୁମାରଙ୍କୁ କେମିଓ ରୋଲରେ ଦେଖିବାକୁ ମିଳିଛି । ଏଥିରେ ତାଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିବାର ଦେଖିବାକୁ ମିଳିଛି । ଅକ୍ଷୟ ଏହି ଗୀତକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

blank
ଫାଇଲ ଫଟୋ
ଏହି ଗୀତରେ ଜବରଦସ୍ତ ମେଲୋଡ୍ରାମା ଦେଖିବାକୁ ମିଳିଛି । ଗୀତରେ ଭଗବାନଙ୍କୁ ସବୁଠୁ ଉପରେ ରଖାଯାଇଛି । ଭଗବାନଙ୍କୁ ମାଲିକ ବୋଲି ସମ୍ବୋଧନ କରାଯାଇଛି ଓ ସର୍ବପରେ ଭଗବାନ ସବୁ ଠିକ୍ କରିଦିଅନ୍ତି ବୋଲି କୁହାଯାଇଛି । ଗୀତରେ ଅକ୍ଷୟଙ୍କ ସହ ବଲିଉଡରେ ନୂଆ କରି ଏଣ୍ଟ୍ରି ମାରିଥିବା କରଣ କପାଡିଆଙ୍କୁ ବି ଦେଖିବାକୁ ମିଳିଛି । 'ବ୍ଲାଙ୍କ' ଫିଲ୍ମରେ ସନ୍ନି ଦେୱଲଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବେହଜାଦ ଖମ୍ବାଟା । ଫିଲ୍ମଟି ମେ 3ରେ ରିଲିଜ ହେବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.