ETV Bharat / sitara

‘ଦରବାର’ର ସଫଳତା ପାଇଁ ରଜନୀକାନ୍ତଙ୍କ ଫ୍ୟାନ୍ସ କଲେ ସ୍ବତନ୍ତ୍ର ପୂଜା - Rajinikanth Fans special prayer for 'Darbar' victory

‘ଦରବାର’ର ସଫଳତା ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସ କଲେ ସ୍ବତନ୍ତ୍ର ପୂଜା । ତାମିଲନାଡୁର ମଦୁରାଇ ଫ୍ୟାନ ବିଭିନ୍ନ ପ୍ରଣାଳୀରେ କରିଛନ୍ତି ସ୍ବତନ୍ତ୍ର ପ୍ରାର୍ଥନା । ଆଗକୁ ପଢନ୍ତୁ...

Rajinikanth Fans special prayer
ଥଲାଇଭା ଫ୍ୟାନ୍ସଙ୍କ ସ୍ବତନ୍ତ୍ର ପୂଜା
author img

By

Published : Jan 9, 2020, 8:42 PM IST

ଚେନ୍ନାଇ: ‘ଦରବାର’ର ସଫଳତା ପାଇଁ ସୁପରଷ୍ଟାର ରଜନୀକାନ୍ତ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା । ବିଶ୍ବର ପ୍ରାୟ 7 ହଜାର ସିନେମା ହଲରେ ମୁକ୍ତିଲାଭ କରିବ ଏହି ମୁଭି । ଫିଲ୍ମର ସଫଳତା ପାଇଁ ତାମିଲନାଡୁ ମଦୁରାଇର ଫ୍ୟାନ୍ସ ବିଭିନ୍ନ ପ୍ରଣାଳୀରେ କରିଛନ୍ତି ସ୍ବତନ୍ତ୍ର ପ୍ରାର୍ଥନା ।

ଥଲାଇଭା ଫ୍ୟାନ୍ସଙ୍କ ସ୍ବତନ୍ତ୍ର ପୂଜା

ତିରୁପରାକୁଣ୍ଡ୍ରମ ଫ୍ୟାନ ଆସୋସିଏସନର କର୍ମୀମାନେ କରିଛନ୍ତି ଏହି ପୂଜା । ଜୟମଣି ନାମକ ଜଣେ ଫ୍ୟାନ ନିଜ ମୁହଁରେ ତ୍ରୀଶୂଳ ଫୋଡି ତିରୁପରାକୁଣ୍ଡ୍ରମ ମନ୍ଦିର ସାମନାରେ ଚାଲିଛନ୍ତି । ଗତବର୍ଷ ରଜନୀକାନ୍ତଙ୍କ ପେଟା ଫିଲ୍ମର ସଫଳତା ପାଇଁ ଫ୍ୟାନମାନେ ଏପରି ସ୍ବତନ୍ତ୍ର ପୂଜା କରିଥିଲେ ।

Intro:Body:

Superstar Rajinikanth new movie Darbar is set to release about 7000 theatres wroldwide today (Jan 9). Before movie release fans of rajinikanth offers various prayers for success of film.

They doing special offering by piercing their bodies, eating food without plate (Man soru) in madurai.

Fans assocition from thiruparankundram of madurai did special prayer of Darbar hit.Fan name jeyemani piercing 'vel' (Divine spear associated with God Murugan) his mouth and walked in front of Thiruparankundram murugan temple.  This temple is one of the veedu of God murugan, (Six major temples for God murugan) in TN.

Apart from body piercing Jeyamani also takes Man soru, along with him Murugavel, Golden saravanan also takes food and prayed for Darbar victory. 

Rajinikanth need to rule for TN people wealthy life. Last year Rajinikanth Petta release time also we did the same thing. Now we carried it again for the Darbar victory and we hope that will happen, says Rajinikanth fans assocition trustee Bala Thambu raj.

He also added, We did this prayer for Rajini to contest 2021 assembly election in TN and made a victory to rule state.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.