ETV Bharat / sitara

ରାନୁ ମଣ୍ଡଲଙ୍କୁ ନକଲ କରି ଫସିଲେ ପପୁ

author img

By

Published : Aug 27, 2019, 12:05 PM IST

Updated : Aug 28, 2019, 7:16 AM IST

ଟିକଟକ ଭିଡିଓ କରି ଫସିଛନ୍ତି କମେଡି କିଙ୍ଗ ପପୁ ପମପମ । ରାନୁ ମଣ୍ଡଳଙ୍କ ମିମିକ୍ କରି ପୁଣି ବିବାଦରେ ପପୁ ।

ଡିଜାଇନ ଫଟୋ

ଭୁବନେଶ୍ବର: ପୁଣି ବିବାଦରେ ପପୁ କିନ୍ତୁ ଏଥର କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ଟିକଟକ ଭିଡିଓକୁ ନେଇ ଚର୍ଚ୍ଚାରେ ପପୁ । କୋଲକାତା ଷ୍ଟେସନରେ ଗୀତ ଗାଇ ବଲିଉଡକୁ ଏଣ୍ଟ୍ରି କରିଥିବା ରାନୁ ମଣ୍ଡଳକୁ ନେଇ ପପୁ କରିଥିବା ଟିକଟକ ଭିଡିଓ ବିରୋଧରେ ବିବାଦ ଦେଖାଦେଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

କିଛିଦିନ ତଳେ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ କରିଥିଲେ ଦୌଡରାଣୀ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ମିମିକ୍ କରି ଫସିଛନ୍ତି ପପୁ । ଜଣେ ସାଧାରଣ ବ୍ୟକ୍ତି ଓ ପପୁ ପମ ପମ ଭିଡିଓ କରିବା ମଧ୍ୟରେ ଫରକ ଅଛି ବୋଲି କହିଛନ୍ତି ସିନେ ଆସୋସିଏସନର ସଭାପତି ଦିଲ୍ଲୀପ ହାଲି ।

ପପୁ ଜଣେ ଅଭିନେତା ହୋଇ ମଧ୍ୟ ପବ୍ଲିସିଟି ପାଇଁ ଏପରି କରିବା ନିନ୍ଦନୀୟ ଅଟେ ବୋଲି ମଧ୍ୟ ସଭାପତି କହିଛନ୍ତି । ପ୍ରକାଶଥାଉକି, ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ହିମେଶ ରେସମିୟା ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି । ତାଙ୍କୁ ଅନେକ ରିଆଲିଟି ଶୋ'ରେ ମଧ୍ୟ ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତାରାୟ, ଇଟିଭି ଭାରତ

Intro:ପୁଣି ବିବାଦ ଚର୍ଚ୍ଚା ରେ ପପୁ, ଏଥର ନିଜ ଫିଲ୍ମ କୁ ନେଇ ନୁହେଁ , ନିଜର ଟିକିଟକ ଭିଡିଓ କୁ ନେଇ ଚର୍ଚ୍ଚା ରେBody:ପୁଣି ବିବାଦ ଚର୍ଚ୍ଚା ରେ ପପୁ, ଏଥର ନିଜ ଫିଲ୍ମ କୁ ନେଇ ନୁହେଁ , ନିଜର ଟିକିଟକ ଭିଡିଓ କୁ ନେଇ ଚର୍ଚ୍ଚା ରେ
କିଛି ଦିନ ପୂର୍ବ ରୁ ନିଜ ଫିଲ୍ମ କଁହେୟା ର ପେଷ୍ଟେର କୁ ନେଇ ବିବାଦ ଘେର କୁ ଟାଣି ହୋଇ ଥିବା ପପୁ ଏବେ ରାନୁ ମଣ୍ଡଳ ଙ୍କ ମିମିକ୍ରି କରି ଚର୍ଚ୍ଚା ରେ। ଅନେକ ଲୋକ ପପୁ ଙ୍କ ଏହି ଭିଡିଓ ଦେଖିବା ପରେ କିଏ କିଏ ପସଂଦ କରି ଥିବା ବେଳେ ଆଉ କେହି କେହି ପପୁ ଙ୍କ ଏଭଳି ମିମିକ୍ରି କୁ ନିନ୍ଦା କରିଛନ୍ତି। ଜଣେ ସାଧାରଣ ଲୋକ ଏଭଳି ଟିକଟିକ ଭିଡିଓ କରିବା ଆଉ ପପୁ ପମ ପମ କରିବା ଭିତରେ ଫରକ ରହିଛି ବୋଲି ସିନେ ଆସେସିଏ ସନ ର ସଭାପତି ଅରବିନ୍ଦ ଢାଲି କହିଛନ୍ତି। ପପୁ ଜଣେ ଅଭିନେତା ଆଉ ଯଦି ଅଭିନେତା ଏଭଳି କାମ କରେ ନିଜର ପବ୍ଲିସିଟି ପାଇଁ ତାହା ନିନ୍ଦାନିୟ ଅଟେ ବୋଲି ଅରବିନ୍ଦ ଢାଲି କହିଛନ୍ତି। ଏଠି ସୂଚନାଯୋଗ୍ୟ ଯେ ରୁନୁ ମଣ୍ଡଲ ,ଯିଏ କିଛି ଦିନ। ପୂର୍ବରୁ ରାସ୍ତା କଡ଼ ରେ ନିଜର ଜୀବନ କାଟୁଥିଲେ, ବୁଲି ବୁଲି ଗୀତ ଗାଉଥିଲେ ଓ ତାଙ୍କର ଗୀତ କୁ ସେସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ସେ ରାତା ରାତି ଷ୍ଟାର ବନି ଜାଇ ଛନ୍ତି।

ବାଇଟ ଫେନ ଇନ ଅରବିନ୍ଦ ଢାଳିConclusion:
Last Updated : Aug 28, 2019, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.