ETV Bharat / sitara

ଖୋଲିଲା ଶ୍ରୀୟା ସ୍ୱାତୀ ହଲ: ଡଲବି ଡିଜିଟାଲ ସାଉଣ୍ଡରେ 2ଟି ଫିଲ୍ମ ରିଲିଜ୍ - କୋଭିଡ କଟକଣା କୋହଳ

କୋଭିଡ କଟକଣା କୋହଳ ପରେ ଖୋଲିଲା ଭୁବନେଶ୍ବର ଶ୍ରୀୟା ସ୍ୱାତୀ ହଲ । ଏଥର ନୂଆ ରୂପରେ ଶ୍ରୀୟା ସ୍ୱାତୀ ସିନେମା ହଲ୍ ଖୋଲିଥିବାବେଳେ ମଲଟିପ୍ଲେକ୍ସ ମଜା ନେବେ ଦର୍ଶକ । ଅଧିକ ପଢନ୍ତୁ...

Open sreya Swati hall after covid guidelines relaxtaion
କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ
author img

By

Published : Mar 11, 2021, 10:12 PM IST

ଭୁବନେଶ୍ବର: କୋଭିଡ କଟକଣା କୋହଳ ପରେ ଖୋଲିଲା ଭୁବନେଶ୍ବର ଶ୍ରୀୟା ସ୍ୱାତୀ ହଲ । ଏଥର ନୂଆ ରୂପରେ ଶ୍ରୀୟା ସ୍ୱାତୀ ସିନେମା ହଲ୍ ଖୋଲିଥିବାବେଳେ ମଲଟିପ୍ଲେକ୍ସ ମଜା ନେବେ ଦର୍ଶକ । ଡଲବି ଡିଜିଟାଲ ସାଙ୍ଗକୁ ଆରାମଦାୟକ ଚେୟାର ସହ ନୂଆ ରୂପରେ ହଲର ମଜା ଉଠାଇବେ ଦର୍ଶକ ।

କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ

ଅତ୍ୟାଧୁନିକ ଡିଜାଇନ ସହ ହଲର ସ୍ୱଚ୍ଛତା ଦର୍ଶକଙ୍କୁ ବେଶ ଆକଷର୍ଣୀୟ କରିବ । ଗୁରୁବାର ହଲର ନବକଳେବର ଅବସରରେ ଅଭିନେତା ଶ୍ରୀତମ ଦାସ ଓ ଅଭିନେତ୍ରୀ ଶୀତଲ ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ । ପ୍ରଥମ ଦିନରେ ବଲିଉଡ଼ ଫିଲ୍ମ 'ରୁହି' ଓ ଓଲିଉଡ ଫିଲ୍ମ 'ତାଣ୍ଡବ' ରିଲିଜ ହୋଇଥିଲା ।

Open sreya Swati hall after covid guidelines relaxtaion
କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ

ସିନେମା ଦେଖିବା ପାଇଁ ତିନୋଟି ଶୋ' ସମୟ ରହିଥିବାବେଳେ ଲୋକଙ୍କୁ ସୁହାଇଲା ଭଳି ଅଲଗା ଅଲଗା ଦର ରହିଥିବା କହିଛନ୍ତି ହଲ ମାଲିକ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.