ETV Bharat / sitara

ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର

author img

By

Published : May 20, 2021, 3:51 PM IST

ବୁଧବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଆଇସିୟୁରେ କଣ୍ଠଶିଳ୍ପୀ ତପୁ  ମିଶ୍ର
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ବର: ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର । ବୁଧବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଇସିୟୁରେ କଣ୍ଠଶିଳ୍ପୀ ତପୁ  ମିଶ୍ର
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର

ସୂଚନା ଅନୁଯାୟୀ, ଗତ ମେ 10ରେ ତପୁ ମିଶ୍ରଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଏହାପରେ ସେ ହୋମ ଆଇସୋଲେସନରେ ଥିଲେ ।

ଆଇସିୟୁରେ କଣ୍ଠଶିଳ୍ପୀ ତପୁ  ମିଶ୍ର
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର

ହଠାତ୍ ବୁଧବାର ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଆଇସିୟୁରେ କଣ୍ଠଶିଳ୍ପୀ ତପୁ  ମିଶ୍ର
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.