ETV Bharat / sitara

ଆଶ୍ରମପିଲାଙ୍କ ସହ ବାର୍ଥ ଡେ ପାଳିଲେ 'ଗୁଡୁ'

ଭୁବନେଶ୍ବର ସ୍ଥିତ ଏକ ବାଲ ଆଶ୍ରମର ଛାତ୍ରଛାତ୍ରୀଙ୍କ ସହ କମେଡି ଷ୍ଟାର ଗୁଡୁ ପାଳିଲେ ନିଜର ଜନ୍ମ ଦିନ । ପିଲା ମାନଙ୍କ ସହ ଆଜି କେକ କାଟିବା ସହ ମିଠା ବାଣ୍ଟିଛନ୍ତି ସେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 10, 2019, 10:05 PM IST

ଭୁବନେଶ୍ବର: ଆଶ୍ରମ ପିଲାଙ୍କ ସହ କମେଡି ଷ୍ଟାର ଗୁଡୁ ପାଳିଲେ ଜନ୍ମ ଦିନ । ଓଲିଉଡର କମେଡି ଷ୍ଟାର ଗୁଡୁଙ୍କର ଆଜି 29ତମ ଜନ୍ମ ଦିନ । ନିଜର ଜନ୍ମ ଦିନକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଶ୍ରମ ଶିଶୁଙ୍କ ସହ ପାଳନ କରିଛନ୍ତି ସେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର ସ୍ଥିତ ଏକ ବାଲ ଆଶ୍ରମର ଛାତ୍ରଛାତ୍ରୀଙ୍କ ସହ ନିଜର ଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି ଗୁଡୁ । ଏହି ପିଲା ମାନଙ୍କ ସହ ଆଜି କେକ କାଟିବା ସହ ମିଠା ବାଣ୍ଟିଛନ୍ତି ସେ ।

ଏଥସହ ଗୁଡୁ ଅନ୍ୟ ଷ୍ଟାର ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ନିଜର ବାର୍ଥ ଡେ ବଡ ବଡ ହୋଟଲରେ ପାଳନ କରିବା ପରିବର୍ତ୍ତେ ଶିଶୁମାନଙ୍କ ସହ ସେଲିବ୍ରେଟ କରନ୍ତୁ । ଜୀବନର ଅସଲି ମଜା ଏହି ଶିଶୁମାନଙ୍କ ଠାରେ ଅଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଶ୍ରମ ପିଲା ଙ୍କ ସହ କମେଡି ଷ୍ଟାର ଗୁଡୁ ପାଳିଲେ ନିଜର ଜନ୍ମ ଦିନ

Body:ଆଶ୍ରମ ପିଲା ଙ୍କ ସହ କମେଡି ଷ୍ଟାର ଗୁଡୁ ପାଳିଲେ ନିଜର ଜନ୍ମ ଦିନ। ଓଲିଉଡ ର କମେଡି ଷ୍ଟାର ଗୁଡୁ ଙ୍କ ଆଜି ଜନ୍ମ ଦିନ। ନିଜର ଜନ୍ମ ଦିନ କୁ ପ୍ରତିବର୍ଷ ଭଳି ଏଥର ମଧ୍ୟ କିଛି ଆଶ୍ରମ ଛୁଆ ଙ୍କ ସହ ପାଲିଛନ୍ତି। ଭୁବନେଶ୍ୱର ସ୍ଥିତ ମଧୁରମୟ ବାଲ ଆଶ୍ରମ ର ଛାତ୍ରଛାତ୍ରୀ ଙ୍କ ସହ ନିଜର ଦିନ କୁ ବେଶ ଧୁମଧାମରେ ପାଳନ କରିଛନ୍ତି। ସବୁଠାରୁ ବଡ କଥା ହେଲା ଏହି ପିଲା ମାନଙ୍କ ମା ବାପା ସବୁ ଜେଲ ରେ କଏଦି ଜୀବନ କାଟୁଛନ୍ତି।ଏହି ପିଲା ମାନଙ୍କ ସହ ଆଜି କେକ କାଟି ମିଠା ବାଣ୍ଟି ଜନ୍ମ ଦିନ ପାଳନ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.