ETV Bharat / sitara

ଉତ୍କଳ ଦିବସରେ ରିଲିଜ ହେବ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

author img

By

Published : Mar 9, 2021, 10:27 PM IST

ଉତ୍କଳ ଦିବସରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” । ନିଜସ୍ୱ ଶୈଳୀରେ ନିର୍ମିତ ଏହି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ଭରପୁର ମନୋରଞ୍ଜନ । ଅଧିକ ପଢନ୍ତୁ...

odia film "Tume mo sankha Tume mo sindura"
“ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର“

ଭୁବନେଶ୍ବର: ଉତ୍କଳ ଦିବସରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” । ନିଜସ୍ୱ ଶୈଳୀରେ ନିର୍ମିତ ଏହି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ଭରପୁର ମନୋରଞ୍ଜନ । ଫିଲ୍ମର ନାୟକ ଭୂମିକାରେ ଅଭିଷେକ ରଥ ନଜର ଆସିଥିବାବେଳେ ନାୟିକା ଭାବେ ମହିମା ଓ ଅଙ୍କିତା ନଜର ଆସିବେ ।

“ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର“

ବନ ସ୍ବର୍ଣ୍ଣ ଟେଲିଭିଜନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମଟି ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର, ସ୍ୱୟମ୍ ପାଢୀ, ଇରା ମହାନ୍ତିଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀ ଏହି ଫିଲ୍ମରେ କଣ୍ଠ ଦାନ କରିଛନ୍ତି ।

ରୋମାନ୍ସ, ଫ୍ୟାମିଲି ଡ୍ରାମା ଓ ଆଇଟମ୍ ନମ୍ବରକୁ ନେଇ ଫିଲ୍ମଟି ଆସନ୍ତା ଏପ୍ରିଲ ୧ ତାରିଖରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.