ETV Bharat / sitara

ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି

ବିଜୟ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ତାଙ୍କୁ ମନେ ପକାଇଛି ଏନଏସଡି । ଏନଏସଡିର ପୂର୍ବତନ ଛାତ୍ର ଥିଲେ ଓଲିଉଡ ଆକ୍ଟର ।

ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି
ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି
author img

By

Published : Jul 21, 2020, 5:02 PM IST

ଭୁବନେଶ୍ବର: ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କୁ ଜାତୀୟ ଡ୍ରାମା ସ୍କୁଲ(ଏନଏସଡି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜୟଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ତାଙ୍କୁ ମନେ ପକାଇଛି ଏନଏସଡି । ଏନଏସଡିର ପୂର୍ବତନ ଛାତ୍ର ଥିଲେ ଓଲିଉଡ ଆକ୍ଟର ।

  • उत्कृष्ट अभिनेता एवम सुप्रसिद्ध नाटककार श्री बिजय कुमार मोहन्ती ( पूर्व छात्र एनएसडी 1973 बैच ) के निधन की खबर बेहद दुखद है एनएसडी परिवार भावभीनी श्रद्धांजलि अर्पित करता है । ईश्वर दिवंगत आत्मा को शांति प्रदान करे।#NSDfamily @nirupamakotru @MinOfCultureGoI @PIBBhubaneswar pic.twitter.com/9n9frKCHbA

    — National School of Drama (@nsd_india) July 21, 2020 " class="align-text-top noRightClick twitterSection" data=" ">
ସଂସ୍ଥା ପକ୍ଷରୁ ଟ୍ବିଟ୍ କରି ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିରେ ଲେଖାଯାଇଛି ଯେ ପ୍ରତିଭାବାନ କଳାକାର ଏବଂ ପ୍ରଖ୍ୟାତ ନାଟ୍ୟକାର ବିଜୟଙ୍କ ନିଧନ ଖବର ଅତ୍ୟନ୍ତ ଦୁଃଖଦାୟକ । ଏନଏସଡି ପରିବାର ପକ୍ଷରୁ ଅଭିନେତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଏନଏସଡି ଟ୍ବିଟରେ ଲେଖିଛି ।ଉଲ୍ଲେଖଯୋଗ୍ୟ ଯେ ଏନଏସଡିରେ 1973 ବ୍ୟାଚର ଛାତ୍ର ଥିଲେ ବିଜୟ । ପ୍ରସିଦ୍ଧ କଳାକାର ନାସିରୁଦ୍ଦିନ ଶାହ, ଅନୁପମ ଖେର ତାଙ୍କ ସହପାଠୀ ଥିଲେ । ପ୍ରକାଶ ଥାଉ କି ସୋମବାର ରାତିରେ ବିଜୟ କେୟାର ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.